ନମସ୍କାର ବନ୍ଧୁଗଣ
ମୋ ନାମ prasanta
ମୁଁ ରାଜମିସ୍ତ୍ରୀ କାମକରେ । ମୁଁ YouTube channel କରିଛି। ଏହି channel ମାଧ୍ୟମ ରେ ଆପଣମାନଙ୍କୁ ରାଜମିସ୍ତ୍ରୀ କାମ ଭିଡିଓ ଦେଖାଇବାକୁ ଚେଷ୍ଟା କରିବି। ରାଜମିସ୍ତ୍ରୀ ଅନେକ ଅଛନ୍ତି କିନ୍ତୁ ସବୁ ରାଜମିସ୍ତ୍ରୀ ଗୋଟିଏ ଘରର ସବୁ ରାଜ କାମ ଜାଣି ନ ଥାନ୍ତି। ଯେଁଉ ମାନେ ନୂଆ ରାଜମିସ୍ତ୍ରୀ କାମ କରୁଛନ୍ତି ସେମାନେ ହୁଏତ ମୋ channel ମାଧ୍ୟମ ରେ କିଛି ଜାଣି ପାରିବେ ଓ ଭିଡିଓ କୁ ଦେଖି ମଧ୍ୟ ଶିଖି ପାରିବେ । ଯେଁଉ ମାନେ ନୂଆ ଘର ଟିଏ କରୁଛନ୍ତି , ସେମାନେ ମୋ କାମ ଭିଡିଓ ଟିକୁ ନିହାତି ଦେଖିବା ଜରୁରି
ମୋ channel ରେ ମୁଁ କରିଥିବା କାମଗୁଡିକ ହେଲା
ଇଟା ଜଡାଇ କାମ
ଛାତ କାମ
Plaster କାମ
ରଡ଼ କାମ
Dhalai କାମ
ସିଡି କାମ
ସେନ୍ତ୍ରିଂ କାମ
Foundation କାମ
ପାଇଲିଂ କାମ
Lay out କାମ
Plaster design କାମ
ମୁଁ ଯୋଉ କାମ ସବୁ କରିବି । ଆପଣ ମାନଙ୍କୁ ମୋ channel ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିବି
କିନ୍ତୁ ଆପଣ ମାନଙ୍କର ସହଯୋଗ ଦରକର
ଆପଣମାନେ channel କୁ subscribe, Like ଓ comment କରିବାକୁ ଅନୁରୋଧ
ଆପଣଙ୍କର ପ୍ରଶାନ୍ତ ମିସ୍ତ୍ରୀ
App link
https://www.facebook.com/profile.php?id=61559222696799&mibextid=ZbWKwL