Art By Smruti

🙏 ମୋ ଚ୍ୟାନେଲ କୁ ଆସିଥିବାରୁ ଧନ୍ୟବାଦ 🙏

ମୁଁ Smrutirekha Mohanty

ମୁଁ ଏହି ଚ୍ୟାନେଲ ରେ ମୋ ଆର୍ଟ ର ଭିଡ଼ିଓ ବନେଇକି ପୋଷ୍ଟ କରେ | Sketch Colour pencil Drawing Watercolor Painting, Oil Pastel ଏହି ସବୁ ମୁଁ ୟୁଜ୍ କରେ ମୋ ଆର୍ଟ ରେ | ଦୟାକରି ମୋତେ ବୋହୁତ ସାରା ଭଲ ପାଇବା ଦିଅନ୍ତୁ । ଭିଡିଓ ଭଲ ଲାଗିଲେ ଗୋଟିଏ Like କରିବେ, Channel କୁ Subscribe କରିବେ । 🙏

ଆପଣ ଚାହିଁଲେ Sketch Order କରିପାରିବେ।
Whatsapp - 7326058025


🙏🙏 Thank You 🙏🙏

__________________________________________________

For Sponsorship & Business Enquiries 👇👇

[email protected]