Padhiba Odisha - 9th & 10th

Hello, ମୁଁ Srikanta, ତୁମ MATH ଶିକ୍ଷକ । ଏହି channel ରେ Class 10th ପର୍ଯ୍ୟନ୍ତ ସମସ୍ତ Math ନିଶୁଳ୍କ (FREE) ରେ ପଢାଯାଏ । ଏହା ସହିତ Class 10 ପାଇଁ ବହୁତ ପ୍ରକାର ଅଧ୍ୟୟନ ସାମଗ୍ରୀ (study material) ଆମ website padhiba.com ରେ FREE ରେ ଦିଆଯାଉଛି । ଯେପରି: ବହି ପ୍ରଶ୍ନଉତ୍ତର (Solutions), ଟିପ୍ପଣୀ (Notes), ସୂତ୍ର (Formulas), Mind Maps, etc ।

Our aim is to offer free quality education and unique experiences to all Odisha students, helping them achieve good marks in the 10th BOARD Exam.