ଜୟ ଜଗନ୍ନାଥ ଏଠାରେ ମୁଁ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ମେଧାବୃତ୍ତି ପରୀକ୍ଷା ରେ ଆସୁଥିବା ସଵୁ ବିଷୟ ର ପ୍ରଶ୍ନ ଉତ୍ତର ଆଲୋଚନା କରିବି। ଯାହା ଦ୍ୱାରା ପିଲାମାନେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇପାରିବେ। ତେଣୁ ମତେ ସହଯୋଗ କରନ୍ତୁ।