ଦର୍ଶକ ବନ୍ଧୁ ମୁ ଅଜୟ , ସ୍ବାଗତ କରୁଚି ଆମ (cultural Tradition Of Odisha ) ଓଡ଼ିଶା ର ସାଂସ୍କୃତିକ ପରମ୍ପରା channel ku । ଆମ channel ରେ ସବୁ ପ୍ରକାର ରାମନାଟକ , ଭାରତଲିଳା , କାଳିଅଦଳନ , ଦୁଆରୀ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି ,ଏବଂ ଏହି channel ରେ କେବଳ ମନୋରଞ୍ଜନ ଭିତ୍ତିକ ଭିଡିଓ ପ୍ରସାରଣ କରାଯାଉଛି ।
ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ ଆମ channel ରେ ସ୍ବାଗତ , ଦର୍ଶକ ବନ୍ଧୁ ଆମ channel ରେ ପ୍ରଦର୍ଶିତ ଭିଡିଓ କୁ like କରନ୍ତୁ ଏବଂ share ମଧ୍ୟ କରନ୍ତୁ ଏବଂ କେମିତି ଲାଗିଲା comment ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ !
ଦର୍ଶକ ବନ୍ଧୁ ଆମ channel ରେ ନୂଆ ହୋଇଥିଲେ ଆମ channel କୁ ପ୍ରଥମେ subscribe କରନ୍ତୁ ଏବଂ ପାଖରେ ଥିବା 🔔 ବଟନ୍ ଟିକୁ ମରି all notification ଟିକୁ on କରାନ୍ତୁ ଯାହା ଫଳରେ ଆମର ସବୁ ଭିଡିଓ ଆପଣଙ୍କ ପାଖରେ ପହଞ୍ଚି ଯିବ ।
Cultural Tradition Of Odisha
@cultural Tradition Of Odisha
#Cultural_Tradition_Of_Odisha