Amrut Dhara # ଅମୃତ ଧାରା

Welcome to my You Tube channel friends.ଆମ ଚ୍ୟାନେଲ୍ ସହ ଯୋଡି ହେବା ପାଇଁ ଆମ ଚ୍ୟାନେଲ୍ କୁ Subscribe କରନ୍ତୁ.... 🙏🙏🙏🙏

💐🌺🌻 *ଜୟଗୁରୁ* 🌻🌺💐
"ପ୍ରତ୍ୟେକ ବିଷୟରେ ନିଜର କ୍ଷୁଦ୍ରତ୍ୱ ଅନୁଭବ କର l ତାହାହେଲେ ବୃହତ୍ୱର ଉପଲବ୍ଧି ହେବ l ଉଚ୍ଚ ଭାବ ଆସିଲେ ସଚ୍ଚିଦାନନ୍ଦ - ପ୍ରେମ- ସାଗରରେ ଦ୍ବୀପରୂପରେ ଭାସିଉଠିବ ଓ ସେଥିରେ ତତ୍‌କ୍ଷଣାତ୍ ଶତ ଶତ ବୃକ୍ଷଲତା ଜାତ ହୋଇଯିବ l