Jagnyaseni Devi

ଜୟ ଜଗନ୍ନାଥ । ମୁଁ ଯାଜ୍ଞସେନୀ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ମୋର YouTube channeକୁ ସ୍ଵାଗତ କରୁଛି। ମୋର ଅଧିକାଂଶ videoଗୁଡିକରେ ଭଞ୍ଜ ସଙ୍ଗୀତ,ଭଜନ,ଓଡିଶୀ ସଙ୍ଗୀତ ଓ ହାରମୋନିୟମ୍ ରେ ଭଜନ ଶିଖାଇବା ଶୈଳି ଆଦି ପ୍ରଦର୍ଶିତ କରାଇଛି। ଏଥିରେ ଆପଣଙ୍କ ଭଲପାଇବା ମୋତେ ଆଗକୁ ବଢିଵାର ବାଟ ଦେଖାଇଛି। Video ବୁଝିବାରେ ଅସୁବିଧା ହେଲେ ବା ଭଲ ଲାଗିଲେ comment. କରନ୍ତୁ। ଶେଷରେ like,share କରି channel ରେ ନୂଆ ଥିଲେ subscribe କରିବାକୁ ଅନୁରୋଧ।🙏 ରହୁଛି ଧନ୍ୟବାଦ।