Rakesh Creative

⭕❕⭕ଜୟ ଜଗନ୍ନାଥ ⭕❕⭕
::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::

ଜୟ ଜଗନ୍ନାଥ ଯାହାର ନାମ (⭕‼️⭕)
ପୁରୀ ଯାହାର ବାସସ୍ଥାନ (🛕🛕🛕)
ସେ ଆମ ଓଡ଼ିଆଙ୍କର ପ୍ରାଣ |(♥️🙌)
ଭରସା _ବିଶ୍ୱାସ _ ଅପେକ୍ଷା (🫶🤲)
ସମସ୍ତେ ତୁଣ୍ଡରେ ଧରନ୍ତି ତାଙ୍କରି ନାମ |(🙏🙏)

JAY JAGANNATH 🙏🚩