ନମସ୍କାର ଦର୍ଶକ ବନ୍ଧୁ,
"EWA Vlogs " ହେଉଛି ମୋର ନୂଆଁ YouTube channel ଆପଣମାନଙ୍କ ସ୍ନେହ ପ୍ରେମ ଶ୍ରଦ୍ଧା ଓ ଭଲ ପାଇବା ରହିଲେ | ଆଗକୁ ଆମେ ଏମିତି ନୂଆଁ ନୂଆଁ vloge ଭିଡିଓ ଆପଣମାନଙ୍କ ପାଇଁ ନେଇଆସିବୁ ଯାହାକି ଆପଣ ମାନଙ୍କୁ ଭଲ ଲାଗିବ ବୋଲି ମୋର ଆଶା ଓ ବିଶ୍ବାସ ଏଣୁ ଆପଣ ମାନେ ମୋ channel ku like share and subscribe କରି ନିଜ channel ଭାବି ଆପଣ ମାନଙ୍କ ବଡ଼ ହୂଦୟରେ ଛୋଟିଆ ଜାଗା ଦେବେ ବୋଲି ମୋର ଆଶା |