Team DS5 ଭିଡିଓ କେଭେ ଗମ୍ଭୀର୍, କେବେ ପୁରା ପାଗଳ୍… ମନ୍ ଭଲ ହେଲେ— ବସ୍ ଆସି ହି ଜାଇସି but ବିଚାର ଆଇସୀ ବେଶୀ, ପ୍ଲାନ କମ୍… କିନ୍ତୁ ଅପଲୋଡ୍ ହେଲେ ଦେଖିବା ଯୋଗ୍ୟ ... somthing like ମନରୁ ଆସେ, ମନକୁ ଯାଏ।