ପ୍ରିୟ ବନ୍ଧୁଗଣ,
ଆପଣ ସମସ୍ତଙ୍କୁ ମୋ YouTube Channel "The Odia Diary" କୁ ସ୍ୱାଗତ, ଏହି Channel ର ଏକ ମାତ୍ର ଉଦେଶ୍ୟ କି ଆମ ପୃଥିବୀରେ ବହୁ ମାତ୍ର ରେ ରହସ୍ୟ ବିଷୟ ମନ ରହି ଅଛି ଯାହା କି ଅନେକେ ଜାଣି ନାହାନ୍ତି, ମୁ ଏହି channel ମାଧ୍ୟମରେ ସେ ସବୁ କ ଆପଣ ମାନଙ୍କ ମଧ୍ୟ କୁ ଆଣିବାକୁ ଚାହେଁ, ଆଶା କରେ କି ଆପଣ ମାନେ ଏହି channel ଦ୍ୱାରା ନିଶ୍ଚୟ ଉପକୃତ ହେବେ, ଏହି channel କୁ subscribe କରନ୍ତୁ, ପୁଣି ଅନେକ ବିଷୟ ମାନ ଜାଣନ୍ତୁ ଯାହା କି ଅତି କମ ଲୋକେ ହିଁ ଜାଣିଛନ୍ତି. ମୋ videos କୁ like ଓ share କରିବାକୁ ଭୁଲନ୍ତୁ ନାହିଁ, କାରଣ ଆପଣଙ୍କ ଏହି ସହଯୋଗରେ ମୋତେ ଅଧିକ ପ୍ରେରଣା ମିଳି ପାରିବ ଯଦ୍ୱାରା ଆଗକୁ ଆହୁରି ବଢିବାକୁ ଏବଂ ଆପଣ ମାନଙ୍କ ନିମନ୍ତେ ଆହୁରି କିଛି ନୂଆ କରିବାକୁ.
ଇତି ରେ ଆପଣଙ୍କ ସାନ ଭାଇ ସନ୍ତୋଷ. ଧନ୍ୟବାଦ.