Sorya Gatha

Hii friends Jay Jagannath 🙏

My name is Debi Prasad Sutar.I belong to the state of my Lord Jagannath 🙏. Friends This is my YouTube channel where I uploaded motivational and cultural stories in Odia and Hindi.
So I would like to welcome you to my channel to show me your sympathy, love and support.

Thank you 🙏 Jay Jagannath 🙏.

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ 🙏
ମୁଁ ଦେବୀ ପ୍ରସାଦ ସୂତାର ଆପଣ ମାନଙ୍କୁ ମୋ youtube channel,"Sorya Gatha" କୁ ସ୍ଵାଗତ କରୁଛି। ମୋର ଏହି channel ରେ ଆପଣ ମାନେ ଆମ କଳା, ସଂସ୍କୃତି ଓ ପରମ୍ପରା ର ଅତୀ ସୁନ୍ଦର ସୁନ୍ଦର କାହାଣୀ ଶୁଣିବାକୁ ପାଇବେ ଜାହା କି ଅପଙ୍କ ଓଠରେ ହସ ଫୁଟାଇବା ସହ ଆଗକୁ ବଢିବାର ପ୍ରେରଣା ଦବ। ଆଶା କରୁଛି କି ଆପଣ ମାନେ ଆପଣ ମାନଙ୍କ ଭଲପାଇବା ନିହାତି ଦେବେ। ଭଗବାନ ଜଗନ୍ନାଥ ଆପଣ ମାନଙ୍କୁ ସବୁବେଳେ ଖୁସିରେ ରଖନ୍ତୁ।
ଧନ୍ୟବାଦ୍, ଜୟ ଜଗନ୍ନାଥ 🙏

Like
Share
Subscribe