HELLO DEAR STUDENTS,
THIS CHANNEL IS MEANT ONLY FOR YOU TO PROVIDE ALL TYPES OF LEGAL SOLUTION AS WELL AS LAW COURSES SUCH AS-CRPC, CPC, EVIDENCE, IPC, TP. LIMITATION ACT, S R ACT, HINDU LAW, MOHAMODIAN LAW ETC
WhatsApp Number -&-Phone pee Number
9861511920
No consultants fee's for contracting Over phone but payable if any documents sends
either through whatsapp or Mail 💌
ନମସ୍କାର ଆପଣମାନଙ୍କୁ ସ୍ବାଗତ କରୁଛି ଆମ ଓଡ଼ିଆର ପ୍ରଥମ LAW STUDY YOUTUBE CHANNEL PLATFORM (ASHUTOSH LAW TUTORIALS ) ଯେଉଁଥରେ ଆପଣମାନେ ପାଇପାରିବେ ଆଇନ ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ବିସ୍ତୃତ ବିବରଣୀ.ଆମେ ଏହି ଚାନେଲ ମାଧ୍ୟମରେ ଚେଷ୍ଟା କରୁଛୁ ଯେ କିପରି ଦେଶର ପ୍ରତେକ ବ୍ୟକ୍ତିଙ୍କ ପାଖରେ ଆଇନ ସମ୍ବନ୍ଧୀୟ ଧାରଣା ରହିପାରିବ ଏବଂ ସମସ୍ତ ବର୍ଗର ଲୋକ ତଥା ମହିଳା, ପୁରୁଷ ମୂଖ୍ୟତଃ ଆଇନ ଅଧୟନରତ ଛାତ୍ର ଛାତ୍ରୀ ମାନେ ଆମର ନିଜର ପ୍ରିୟ ମାତୃଭାଷା ଓଡ଼ିଆ ରେ କିପରି ଆଇନ ସମ୍ବନ୍ଧୀୟ ନିୟମ ଓ ତଥ୍ୟ କୁ ସହଜ ଓ ସରଳରେ ବୁଝିପାରିବେ .