Pinku baby Dunia

Odia Vlog@Pinku baby Dunia @In This Channel U Have To Found Odisha's Natural beauty,Odisha's Authentic Food, Our Culture, Education, beauty Tips,Daily Life Vlogs, Baby Care,Also Our Life Style In Delhi. ଏ Channel ହଉଛି Travel Vlogging, Lifestyle , Beauty Tips, Acting & Daily vlogging ବିଷୟରେ. ଏ Channel completely ଓଡ଼ିଆ Language ରେ. ମୁଁ ଜଣେ ଓଡ଼ିଆ & ଓଡ଼ିଆ ଲୋକ ମାନଙ୍କ ସହ ସବୁ ବେଳେ ମୁଁ ଯୋଡିହେଇ ରହିବା ପାଇଁ ଚାହେଁ , ତେଣୁ ମୁଁ ଭାବିଲି ଆପଣ ସମସ୍ତଙ୍କ ସହ ମୁଁ ମୋର Life Experience share କରିବି. ଏବେ ମୁଁଦେଲ୍ହୀରେ ରହୁଛି, ତେଣୁ ମୁଁ delhi ବହୁତ ନୂଆ ନୂଆ ଜାଗା ଆପଣ ମାନଙ୍କୁ ବୁଲେଇକି ଦେଖଉଛି, ନିଜର Daily Life ବି Share କରୁଛି, ତା ସହିତ ଓଡ଼ିଆ Culture ଆଉ ଓଡ଼ିଆ Festival ସବୁ କେମିତି
Delhiରେ Celebrate ହଉଚି ସେ ସବୁ ଦେଖଉଛି... ଆଶା କରେ ଆପଣ ସମସ୍ତଙ୍କୁ ଆମ Video ଭଲ ଲାଗିବ ଆଉ ଆପଣମାନଙ୍କ ଭଲ ପାଇବା ଆମ ସହ ସବୁ ବେଳେ ରହିବ, ଆପଣମାନଙ୍କ ଦିନ ମଙ୍ଗଳମୟ ହଉ, ଜୟ ଜଗନ୍ନାଥ ... Thank you All,