Jibana saraga. ଜୀବନ ସରାଗ. जीवन सराग

🙏🙏🙏🙏ଜୟ ଜଗନ୍ନାଥ।
ଏ ସ୍ତୁଷ୍ଟି ବଡ ବିଚିତ୍ର।ଗଛ ପତ୍ର, ଫୁଲ ଫଳ,ପଶୁ ପକ୍ଷୀ ଆଉ ମଣିଷ।ପୁଣି ଏମାନଙ୍କ ଖାଇବା, ପିଇବା ,ବଂଚଵା ସବୁ ଅଲଗା। କୋଟ କୋଟି ମଣିଷ ସମସ୍ତେ କିନ୍ତୁ ଭିନ୍ନ।କେତେ ନୀତି ,କେତେ ଆଦର୍ଶ, କେତେ ଭଲ କେତେ ମନ୍ଦ ଏ ଜୀବନ ରେ।ସବୁଠୁଁତ କିଛି ଭଲ କଥା ଶିଖି ହେବ।
ମୋ ପରିବାର ସହିତ ମୁଁ କାଟୁ ଥିବା ଜୀବନ ରେ ଯାହା କିଛି ଭଲ ଓ ଶିକ୍ଷଣୀୟ ତାହା ମୁଁ ସମସ୍ତ କୁଂ ଯଣାଏ।
Mail ID- [email protected]