‘ଧାର କରଜ କରି ଚାଷ କରିଥିଲୁ ସବୁ ଚାଲିଗଲା’ | Odisha Reporter

Описание к видео ‘ଧାର କରଜ କରି ଚାଷ କରିଥିଲୁ ସବୁ ଚାଲିଗଲା’ | Odisha Reporter

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର 90ପ୍ରତିଶତ ଲୋକେ ନିର୍ଭର କରନ୍ତି ଚାଷ ଉପରେ। ବର୍ଷକ ବାରମାସ ଏଠାରୁ ବାଇଗଣ, ଭେଣ୍ଡି, କଲରା, କଞ୍ଚାଳଙ୍କା, କୋବି, ପୋଟଳ, ଅମୃତଭଣ୍ଡା, ଶାଗ ସହ ବିଭିନ୍ନ ପ୍ରକାର ପନ୍ନିପରିବା ଉତ୍ପାଦନ ହୋଇଥାଏ।କେବଳ ବାଲେଶ୍ୱର ନୁହଁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଏଇଠୁ ଚାଷୀ ରପ୍ତାନି କରିଥାଏ। ହେଲେ ଦୁଇ ଦୁଇଥର ବନ୍ୟା ଚାଷୀଙ୍କର ସବୁ ଉଜାଡ଼ି ଦେଲା। ଦେଖୁନାହାନ୍ତି କିଭଳି ପାଳ ଅଛି ହେଲେ ଲଗାଯାଇଥିବା ଗଛ ସବୁ କିଭଳି ପଚି ଶଢି ନଷ୍ଟ ହୋଇଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #balasore #vegitablegarden #farmer #odisha #OdishaReporter

Комментарии

Информация по комментариям в разработке