Dil Ta De Tora | Odia Masti Song | Humane Sagar & Amrita Dance No. | Soham Sonic

Описание к видео Dil Ta De Tora | Odia Masti Song | Humane Sagar & Amrita Dance No. | Soham Sonic

Soham Sonic Presents Full Song (Studio Version) of 'Facebook WhatsApp Tik Tok re Chakra... Dil Ta De Tora' - Humane Sagar & Amrita Nayak New Odia Masti Song 2020 Dance Song with Sambalpuri Beats. Hope you enjoy this New Year Dance Dhamaka Number. Merry Christmas and Happy New Year 2020.

🎧 Song Credits:

▶︎ Song: Dil Ta De Tora
▶︎ Singer: Humane Sagar & Amrita Nayak
▶︎ Lyrics: Surya Mohapatra
▶︎ Music: Lalit Kumar
▶︎ Producer: Lambodar Sahu
▶︎ Banner: Soham Sonic
▶︎ Music Label: Soham Sonic
▶︎ Recording & Mixing: MRR Studio, Cuttack

🤝 For Business related queries, Whatsapp on: +91-7008634546

✨ New/Upcoming/Rising Singers, Lyricists, Music Directors, Actors, Actress, Choreographers, Cinematographers, who wishes to showcase their talent on Soham Sonic YouTube channel, contact us through our Whatsapp number.

🎶 Lyrics:
M- Facebook WhatsApp Tiktok ରେ ଚକର
ଯୋଉ ଝିଅକୁ ଦେଖିବତାର ଚାରି ଛଟା Lover
F- Instagram Skyper Twitter ର ଅଫର
ଆଇଲା ଦିନୁ ସବୁ ପୁଅଙ୍କ ଥିଲାରେ Love ମ୍ୟାଟର
ସେଥିପାଇଁ ପ୍ରେମବଜାର ମାନ୍ଦା ଚାଲେ ଆମର

ଦେ ଦେ ପ୍ୟାର ଦେ ପ୍ୟାର ଦେ
ଟିକେ ହଲକେଇକି ସୁଲପେଇକି ଦିଲ ଟା ଦେ ତୋର

M-ଚକଲେଟ ଆଇସକ୍ରିମ, ତା ଥୁ ମିଠା ଫ୍ଲେଭର
ଚାହାଣି ତିର ମାରିଦେ ଥରେ, ଗେମ ହଉ ଓଭର
F-ସୁଇଟ ସିକ୍ସଟିନ ସୁଇଟକର୍ଣ, ଛୁଇଂନି ମତେ ଅଠର
କେମିତି ଏବେ ଖୋଲିବି କହ, ମୋ ଦିଲର ସଟର
କହିବୁ ଯଦି ବଇନା ଦେଇ ବୁକ କରିବି ଏଥର
ଦେ ଦେ ... ।୧।

M-ତୁ ପାପା କି ପରି, ମୁଁ ଲାଡ଼ଲା ମା ର
ସେଟିଂହେଇ ଯିବା ଚାଲ କରିବାରେ ଘରସଂସାର
F- ମୁଁ କୁଆଁରୀ ସାରି, ତୁ ବଗୁଲା ପାରା
ଭୁଲ ହବ କିଛିକାଳେ ବଢେ ଏବେ ଧୀରେ ଧୀରେ ଲଭ ମିଟର

F-ତୁ କୋହଲା ପାଗ, ମୁଁ କଅଁଳ ଖରା
ଅମାନିଆ ବୟସ ମୋ ଭୋଲି ଭାଲି ବାଲି ଉମର
M-ତୁ ଚହଲା ନଇ, ମୁଁ ନଈର ଧାର
ହଲେ ହଲେ ଫସିଗଲି ଦେଖି ତୋର ଅଣ୍ଟା ଭଙ୍ଗା ପତଲି କମର

F-ସିନେମା ହଲ ସପିଙ୍ଗ ମଲ, ସବୁଠି ଲାଗୁ ପୋଷ୍ଟର
ମୁଁ ତୋ ଜାନୁ ତୁ ହେଲୁ ମୋ, ସୁପର କୁଲ ମିଷ୍ଟର
M-ଟିଭି ରେଡ଼ିଓ ସବୁଠି କହୁ ତୁ ମୋ ଜାନେ ଜିଗର
ସବୁ ଟପିକ ସେଣ୍ଟର ହଉ ଏ ପ୍ୟାର ଵାଲା ଖବର
ତୋ ପାଖରେ ହେଇଗଲାଏ ଆସିକ ସରେଣ୍ଡର
ଦେ ଦେ... ।୨।

"ସୋହମ୍ ସୋନିକ୍" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ଆଗକୁ ନୁଆ ନୁଆ ମନଛୁଆଁ ଓଡ଼ିଆ ଗୀତ ଶୁଣିବା ପାଇଁ ଓ ନୂଆ ନୂଆ ସୁନ୍ଦର Video ର Notification ପାଇବାପାଇଁ ଆପଣଙ୍କ ପ୍ରିୟ ଚାନେଲ୍ "Soham Sonic" କୁ ଏବେହିଁ ସବ୍ସକ୍ର।ଇବ୍ କରନ୍ତୁ ଓ 🔔 Bell ର Button ପ୍ରେସ୍ କରନ୍ତୁ...

✽ ଧନ୍ୟବାଦ ✽

#HumanSagar #AmritaNayak #SohamSonic

Also watch:
▶︎    • Ghruna Tate Karibalo To Sindura | Odi...  
▶︎    • Bhangidei Galu Mo Konlo Mana | Odia S...  
▶︎    • Dil Ta De Tora | Odia Masti Song | Hu...  

Hearty thanks to you for visiting our channel and supporting us.
Please Like, Comment and Share our videos and Subscribe.

Subscribe:
▶︎    / sohamsonic  

Follow us on:
▶︎   / sohamsonic  
▶︎   / sohamsonic  
▶︎   / sohamsonic  
▶︎   / sohamsonic  

Visit us:
▶︎ https://sohamsonic.com

Copyright © 2019 Soham Sonic. All rights reserved.

This content is copyrighted to Soham Sonic by Lambodar Sahu. Any un-authorized re-production, re-distribution or re-upload and upload of DJ version video is strictly prohibited.

Комментарии

Информация по комментариям в разработке