Dhanyawada Mahima paibaku|| ଧନ୍ୟବାଦ ମହିମା ପାଇବାକୁ || Latest version || New Odia Chirstian song ||

Описание к видео Dhanyawada Mahima paibaku|| ଧନ୍ୟବାଦ ମହିମା ପାଇବାକୁ || Latest version || New Odia Chirstian song ||

#   • DHANYAWADA MAHIMA PAIBAKU_odia Chirst...   Full koraoke Track

Singer .Amos Raj khosla & Pranati pangi
Music director. Ashish Kumar nagh
Arrangement & pragrammer . Subham samal
Producer . Amos raj khosla
Recordist. mixing. editing. Wave studio Jeypore

lyrics

ଧନ୍ୟବାଦ ମହିମା ପାଇବାକୁ
ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ

ହାଲ୍ଲେଲୁୟା.. ହାଲ୍ଲେଲୁୟା..

ରାଜା ମାନଙ୍କର ରାଜା ତୁମେ
ପ୍ରଭୁଙ୍କ ପ୍ରଭୁ.....

ଧନ୍ୟବାଦ ମହିମା ପାଇବାକୁ...,


ପ୍ରେମ ଭକ୍ତି ପାଇବାକୁ ସୁଭାଜନ
କାରଣ ଜଗତେ ତୁମେ କଲ ସୃଜନ...
ପ୍ରଭୁ କଲ ସୃଜନ

ଗୌରବ ସମ୍ଭ୍ରମ...ସମ୍ଭ୍ରମ...ସମ୍ଭ୍ରମ
ହୋ.... ହୋ.... ହୋ....
ଗୌରବ ସମ୍ଭ୍ରମ ପାଇବାକୁ
ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ

ହାଲ୍ଲେଲୁୟା... ହାଲ୍ଲେ ଲୁୟା
ରାଜା ମାନଙ୍କର ରାଜା ତୁମେ ପ୍ରଭୁଙ୍କ ପ୍ରଭୁ
ଧନ୍ୟବାଦ ମହିମା ପାଇବାକୁ...


ପାପିଙ୍କର ମୁକ୍ତି ତୁମେ କଲ ସାଧନ
କାଲବରୀ କୃଶେ ହୋଇ ବଳିଦାନ, ହୋଇ ବଳିଦାନ

ଗୌରବ ପ୍ରଶଂସା... ପ୍ରଶଂସା... ପ୍ରଶଂସା
ହୋ.... ହୋ...ହୋ...

ଗୌରବ ପ୍ରଶଂସା ପାଇବା କୁ
ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ

ହାଲ୍ଲେଲୁୟା... ହାଲ୍ଲେଲୁୟା...
ରାଜା ମାନଙ୍କର ରାଜା ତୁମେ ପ୍ରଭୁଙ୍କ ପ୍ରଭୁ

ଧନ୍ୟବାଦ ମହିମା ପାଇବାକୁ...
#newodiachristiansongs
#asimapandachristiansongs #humanesagarchristiansongs #JesusTuAyya # NewChristian Devotional Song #AmitPaniOfficial #2023NewSong #HindiWorshipSong #Aradhana #TuhiHaiSachaMasiha #BestHindiSong #JesusSong #WordySong # ong #BestOdia Song #BestGospel Song #NewHindiWorshipSong #AmitPaniNewSong #AradhanaHeSwargiya Pita #christiansongs
#svmusic
#christiandancevideo #christiandance #christiansong #dancevideo #glorytogod #gospelsong #gospeldancevideo #gospel #gospelmusic #gospelsongs #worshipsongs #worship #video #worshipdance #hindiworshipsong #hindigospelsong #dancevideo #viralvideo #christiandevotionalsongs #setindia #tseries #new #news #sony #dance #danceforchrist #newhindichristiansongs #christmas #new #india #howtomakemoneyonline #earnmoneyonline #viral #vlog #trending @KennySalvadi Productions #music #musicvideo
#hillsongworship
Sv MUSIC ତରଫରୁ ଖ୍ରୀଷ୍ଟିୟ ପ୍ରେମ ନମସ୍କାର ଜଣାଇ ଉପସ୍ଥାପନା କରୁଛୁ ଆଉ ଏକ ହୃଦୟ ସ୍ବର୍ଶୀ ଓଡ଼ିଆ ଖ୍ରୀଷ୍ଟିୟ ଭକ୍ତି ସଂଗୀତ | ଆଶା କରୁଛ ଆପଣମାନଙ୍କୁ ଏହି ଗୀତ ଭଲ ଲାଗିବ । ଏହିପରି ନୂତନ ନୂତନ ଗୀତ ଶୁଣିବା ପାଇଁ ଆମ ଚାନେଲ କୁ SUBSCRIBE କରି ବେଲ Icon କୁ unable କରନ୍ତୁ , ଆମ୍ଭମାନଙ୍କୁ ପ୍ରାର୍ଥନା ରେ ତୋଳି ଧରିବା ସହ ଗୀତକୁ Like , Share , ଏବଂ Comments କରନ୍ତୁ । ଧନ୍ୟବାଦ Praise the lord 🙏🙏




associated our team

. . Amos khosla.Ashis ku , ,Abhijit khosla.Bleson Bagh ..Pranoti Pangi . .Sweety Pangi. . Sachin Takri .Sudhant Takri . Muni Khillo .Barun khosla.Sapna benia . Juli benia ,Rinky khosla . Raul khora ,Mamata Benia . Pratap khora . Nomita , Dinobhondhu ,Pitbhas ,Susil maji.Sunil maji.Ani Benia.Karishma khara .Tukuna Suna .Anita khara .Jyoti khara

!! * ANTI - PIRACY WARNING * !! This content is copyright to sv music . Any unauthorized reproduction redistribution , re - upload ( audio or video ) is strictly prohibited of this material . Legal action will be taken against those who violate this copyright material presented .

Комментарии

Информация по комментариям в разработке