Radpur Danda//Sabara Sabari//ରଦପୁର ଦଣ୍ଡ//ଶବର ଶବରୀ

Описание к видео Radpur Danda//Sabara Sabari//ରଦପୁର ଦଣ୍ଡ//ଶବର ଶବରୀ

##2024?##2024 Danda//Sabara Sabari//ରଦପୁର ଦଣ୍ଡ//ଶବର ଶବରୀ##2024

ଶବର ଶବରୀ ଦଣ୍ଡ ନାଚ ହେଉଛି ଆମ ପଞ୍ଚିମ ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା ! ଯାହା ଲୋକମାନେ ପ୍ରତି ବର୍ଷ ଦଣ୍ଡ ନାଚରେ ଜଗ ଦେଇ ଗ୍ରାମେ ଗ୍ରାମେ ଯାଇ ଦଣ୍ଡ ପରିବେଷଣ କରି ଥାନ୍ତି!ଓ ଓଡ଼ିଶା ରାଜ୍ୟ ରେ ଦଣ୍ଡ ନୁର୍ତ୍ୟ କୁ ଲୋକେ ସବୁବେଳେ ଭଲ ପାଇଁ ଥାନ୍ତି ! ଏହି ଚାଁନେଲ ମାଧ୍ୟ୍ୟମରେ ରେ ଆମେ ସବୁବେଳେ ଦଣ୍ଡ କୀର୍ତ୍ତନ ଆଦି ଭିଡ଼ିଓ ଛାଡିଥାଉଁ ! ଏହିଁ ଭିଡ଼ିଓ ରେ ଆମେ ସବୁବେଳେ ଆପଣ ମାନଙ୍କୁ ଉତ୍ସାହିତ କରିବା ପାଇ ପ୍ରୟାସ କରି ଥାଉ! ଯଦି ଆମ ଚାଁନେଲ ମାଧ୍ୟମରୁ କୋଣସି ପ୍ରକାର ଭୁଲ ହୋଇଥାଏ କି କାହା ମନରେ ଯଦି କଷ୍ଟ ଦେଇଥାଉ ତାହେଲେ କ୍ଷମା କରିଦେବେ!🙏🙏

FacebooK Page Link https://www.facebook.com/share/krNTZK...

Комментарии

Информация по комментариям в разработке