Dokrichanchara Waterfall, Kalahandi: କଳାହାଣ୍ଡି ଗୁଡହାଣ୍ଡି ଡୋକରୀଚଞ୍ଚରାନେ ଧୁମ୍ ମଜା କରୁଛନ୍ ଲୋକ୍...

Описание к видео Dokrichanchara Waterfall, Kalahandi: କଳାହାଣ୍ଡି ଗୁଡହାଣ୍ଡି ଡୋକରୀଚଞ୍ଚରାନେ ଧୁମ୍ ମଜା କରୁଛନ୍ ଲୋକ୍...

ଜିଲ୍ଲା କୋକସରା ବ୍ଲକ ଖଳଗଡ଼ ସହାଜଖୋଲ ସଂରକ୍ଷିତ ଜଙ୍ଗଲର ତଲେ ରହିଛେ ଗୁଡହାଣ୍ଡି ଡୋକରୀ ଚଞ୍ଚରା । ଶୀତ ଦିନ ଆଏଲେ କି ଡୋକରୀ ଚଞ୍ଚରାକେ ଲୋକ ପିକନିକ କରବାର ଲାଗି ଆଏସନ । ଇ ବରଷ ବି ଇନେ ଲୁକଙ୍କର ଭିଡ଼ ଦେଖବାରକେ ମିଲୁଛେ । ସାଗୁଆ ସୁନ୍ଦର ପରିବେଶର ଲୋକ ମଜା ନେଉଛନ ଆର ଭୁଜି ବି କରୁଚନ । ଖାସ କରିକିନା ଡିସେମ୍ବର ୨୫ରୁ ବେଶୀ ଭିଡ଼ ଦେଖବାରକେ ମିଲସି ଇନ । ଦୁଇଟା ଜଲପ୍ରପାତ ଡୋକରୀଧର ଆର ଭୈରବଧାରା ,ପୂଣ୍ୟ କୁଣ୍ଡ ଆର ଜଙ୍ଗଲର ମଜା ନେବାର ଲାଗି ଲୁକଙ୍କର ଭିଡ଼ ହେଉଛେ ।


For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com
#Kalahandi #Dokarichanchara #HappyNewYear #Odishatravel #Odishanature #OdishaTourism #Odishaah
#Odisha #Paharaa

Комментарии

Информация по комментариям в разработке