କାଲିଠାରୁ ଖାକି ପିନ୍ଧିବିନି | Odisha Reporter

Описание к видео କାଲିଠାରୁ ଖାକି ପିନ୍ଧିବିନି | Odisha Reporter

#ଏତେଶୀଘ୍ର_ୟୁନିଫର୍ମ_ଖୋଲିବି_ଭାବି_ନଥିଲି
କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି । ଏତେଶୀଘ୍ର ୟୁନିଫର୍ମ ଖୋଲିବି ଭାବି ନଥିଲି । ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହୋଇ ଏମିତି କଥା କହିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡଙ୍ଗୀ । ବିଦାୟକାଳୀନ ଭାଷଣରେ ସେ କହିଥିଲେ, ଆମେ ୟୁନିଫର୍ମକୁ ବହୁତ ଭଲ ପାଉ । ତା’ଭିତରେ ବୁଡିଯାଉ । ୟୁନିଫର୍ମ ହେଉଛି ସୁରକ୍ଷା କବଚ । ମାନସିକ ସ୍ତରରେ ୟୁନିଫର୍ମ ଖୋଲିବାକୁ ପ୍ରସ୍ତୁତ ନଥିଲି । ୩୩ ବର୍ଷର ଚାକିରି କାଳ ଭିତରେ ଅନେକ ସଫଳତା ଓ ବିଫଳତା ଦେଖିଛି । ଏଥିସହ ସେ କହିଥିଲେ, ପୋଲିସ ଚାକିରିରେ ପରିବାରକୁ ସମୟ ଦେଇ ହୁଏନି। ଶୁଣନ୍ତୁ ଆଉ କ'ଣ କହୁଛନ୍ତୁ ପୂର୍ବତନ ପୋଲିସ ଡିଜି..
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #policedg #ArunSarangi #uniform #odisha #odishapolice #OdishaReporter

Комментарии

Информация по комментариям в разработке