Dinore Megho Stombo

Описание к видео Dinore Megho Stombo

song credit Sanjay Kumar gonda

song: dinore megho stombo
lirycks music singing action
Sanjay Kumar gonda

music arengment Sanjay & Bikram takri

record mixing Bikram takri & bidyut bhatra

blessing studio semliguda

spcial thank brother rajkamal patro

contact 8926018141 watssap 7846888616

song ଦିନରେ ମେଘ ସ୍ତମ୍ଭ ହୋଇ..

ରାତିରେ ଅଗ୍ନି ସ୍ତମ୍ଭ ହୋଇ ...

ଇଶ୍ରାଏଲ୍ କୁ ନେଲେ ସେ
କଢ଼ାଇ ...

ଦୁଗ୍ଧ ମଦୁ ଦେଶ ଦେଶ ଦେବା ପାଇଁ

ସନ୍ୟାଦିପତି ସଦାପ୍ରଭୁ
ତାଙ୍କରି ମହା ନାମ .

(i) ଫାରଙ୍କ ହୃଦୟ କଠିନ କଲେ
ଆଶ୍ଚର୍ଯ୍ୟ କର୍ମ ସେ ଅସଖ୍ୟ କଲେ

ମହାମାରି ଦ୍ଵାରା ଆଘାତ କରି
ମୀଶରର ଦେବତାକୁ ଦଣ୍ଡ ଦେଲେ
ଆ.......
ଆପଣା ଦାଶ ହାରଣ ଓ
ମଶା କୁ
ଆଦେଶ ଦେଲେ
ବାହାରି ଯୀବାକୁ

ମରୁଭୁମି ଘନ ଜଙ୍ଗଲ ପଥେ
ଇଶ୍ରାଏଲ୍ରର ଅଗ୍ରଣୀ ସେ ହେଲେ

ସୁପଶାଗର ଦୂଇ ଭାଗ କରି
ଆପଣା ଲକକୁ ନେଲେ କଢ଼ାଇ 2

ଅନାଦି ଅନନ୍ତ ସଦାପ୍ରଭୁ
ତାଙ୍କରି ମହା ନାମ .

ଦିନରେ ମେଘ ସ୍ତମ୍ଭ,....
ରାତିରେ ଅଗ୍ନି ସ୍ତମ୍ଭ...

(2)
ଚାଳିଶ ବର୍ଷର ପଥ ମଧ୍ୟରେ
ସମାଳି ନେଲେ ସେ ମରୁ ପ୍ରାନ୍ତରେ

ଖାଦ୍ୟ ବସ୍ତ୍ର ଜଳ ସୁରକ୍ଷା ଦେଇ
ଆପଣା ପ୍ରଜାକୁ ନେଲେ କଢ଼ାଇ

ଆ..........
...ତାଙ୍କ ପର୍ବତ ସୀନୟ ଉପରେ
ଦଶ ଆଜ୍ଞା ଦେଲେ ମୋଶା ହସ୍ତରେ

ମାତ୍ର ସେମାନେ ଅବାଧ୍ୟ ହେଲେ
ତହିରେ ସେମାନେ ପତିତ ହେଲେ

ପରମେଶ୍ବରଙ୍କୁ ପରିକ୍ଷା କରି
ଆପଣା ଉପରେ କ୍ରଦ୍ଦ ଆଣୀ ଲେ
2:
ସର୍ବଶକ୍ତିମାନ ସଦାପ୍ରଭୁ
ତାଙ୍କରି ମହା ନାମ

(3)
ଲକ୍ଷ୍ୟା ଦିକ ଲୋକ ବାହାର ହେଲେ
ମାତ୍ର ଦୁଇ ଜଣ ପ୍ରବେଶ କଲେ ...

ଅନନ୍ତ୍ କାଳିନ ପଥରେ
ଆମେ
ଚାଲୁ ଅଚୁ ଦେଖ ତାଙ୍କରି ନାମେ ...
ଆ......
ଅନେକ ଉତ୍ତାନପତନ ଆସେ
ଶେଷରେ ପହଂଚି
ସୀୟନ ଦେଶେ
ଜୀବନ ଦଉଡ଼ ରେ
ଦଉଡ଼ିବା ଆମେ

ପଛକୁ ନ ଦେଖି ଦେଖିବା ଆଗେ
ଶେଷ ପର୍ଯ୍ୟନ୍ତ ବିଶ୍ୱଶେ
ରହି
ଚାଲିବା ତାଙ୍କରି ମୁଖ ଅନାଇ

ସର୍ବନ୍ତଜାମୀ ସଦାପ୍ରଭୁ
ତାଙ୍କରି ମହା ନାମ

ଦିନରେ,.


#song #christiansong #odisha #odia #dance #sorts #viralvideo #viralvideo #jesussong #love #love #health #like #subscribe #subscribe #please ##music #mashup #makeup #celebrity #funny #amitpanichristiansong #sad #anilkantsongs #yt #ytshortsindia #india #mrbeast #sorts #gospelsong ##prank #niranjanturku #love #jitu #amor #motivation #music #mom #motivation #monojdey #nintendo #song ##iphone #ipl

Комментарии

Информация по комментариям в разработке