PRATIPALAKA SE II ପ୍ରତିପାଳକ ସେ II ODIA DEVOTIONAL CHRISTIAN SONG -2023

Описание к видео PRATIPALAKA SE II ପ୍ରତିପାଳକ ସେ II ODIA DEVOTIONAL CHRISTIAN SONG -2023

Praise the lord

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର praise the lord ଅନେକ ଦିନ ପରେ ପୁଣି ଥରେ ଗୋଟିଏ ନେଇ ଆସି ଅଛୁ ପ୍ରଭୁଙ୍କ ମହିମା ନିମନ୍ତେ ଦେଖନ୍ତୁ
ଓ ଯଦି ନୂତନ ଭାବେ ଆସିଛନ୍ତି Like Share Comment Subscribe କରନ୍ତୁ..... ଧନ୍ୟବାଦ


Song - Pratipalaka se

Singing - Moses Lima

Music Arrangement -Moses lima

Present - JA

mixing - Anurag Bhai

Video Editing - Moses Lima

Poster - Moses lima


Odia Lyrics......

ପ୍ରତିପାଳକ ସେ, ଏହି ଜୀବନର
ସଦା ପାଶେ ଥାନ୍ତି
ଯୀଶୁ ରାଜା ମୋର (୨ଥର
ଦୁଃଖରେବି ଝଡ଼ରେବି (୨ଥର)
ଭୟ ନାହିଁ ମୋହର
(୧)
ମାଗିବା ଆଗରୁ ସିଏ
ଯାଚି ମୋତେ ଦିଅନ୍ତି
କହିବା ଆଗରୁ ମନ କଥା ଜାଣନ୍ତି
ଭିଜି ଗଲେ ମୋର ଦୁଃଖେ ଦୁଇ ଆଖି (୨ଥର)
ଲୁହ ପୋଛି ଦିଅନ୍ତି
(୨)
ନିରାଶ ଅନ୍ତରେ ସିଏ
ଆଶା ଭରି ଦିଅନ୍ତି
ଝୁଣ୍ଟି ମୁଁ ପଡ଼ିଲେ,
ତୋଳି ମୋତେ ନିଅନ୍ତି
ହଜି ଯାଏ ଯେବେ ପାପ ଦୁନିଆରେ (୨ଥର)
ଖୋଜି ମୋତେ ନିଅନ୍ତି
(ସମାପ୍ତ)


New Song 👇

(୧) ଖ୍ରୀଷ୍ଟିୟାନ୍ ଜୀବନ

   • CHRISTIAN JIBANA _ ଖ୍ରୀଷ୍ଟିୟାନ୍ ଜୀବନ ...  

(୨) ମନ ପରିବର୍ତ୍ତନ କର

   • MANA PARIBARTANA KARA || ମନ ପରିବର୍ତ୍ତ...  

(୩) ମରଣ ବିଜୟୀ

   • MARANA BIJAYI _ମରଣ ବିଜୟୀ _Odia Christ...  

(୪) କାଲ୍ ବାରୀରେ ଧନ୍ୟ କାଲ୍ ବାରୀରେ

   • KALBARIRE DHANYA KALBARIRE _କାଲ୍ ବରିର...  

(୫) ଆମେ ବିଜୟୀ ହେବା

   • AME BIJAYI HEBA _ଆମେ ବିଜୟୀ ହେବା PALM ...  

(୬) Tumari Rupare

   • TUMARI RUPARE _ତୁମରି ରୂପରେ _ODIA CHRI...  



God Bless You All 🙌

Комментарии

Информация по комментариям в разработке