ଝିଅ ପାଇଁ ଥିଲା ପ୍ରଥମ ରାତି, ବାପାଙ୍କର ହେଲା ଶେଷ ରାତି| Jatra Actress Tikina Father Death |Odisha Reporter

Описание к видео ଝିଅ ପାଇଁ ଥିଲା ପ୍ରଥମ ରାତି, ବାପାଙ୍କର ହେଲା ଶେଷ ରାତି| Jatra Actress Tikina Father Death |Odisha Reporter

ବଡ଼ ବିଚିତ୍ର ଏ ରଙ୍ଗ ମଞ୍ଚ। କେତେବେଳେ ଆଖିରେ ଗ୍ଲିସେରିନ୍ ଲଗାଇ କାନ୍ଦିବାକୁ ପଡ଼େ ତ ପୁଣି କେତେବେଳେ ସତ ସତିକା କାନ୍ଦିବାକୁ ଚାହିଁଲେ ବି ଅଭିନୟ କରିବାକୁ ପଡ଼େ । ଇଏ ତ କଳାକାରଙ୍କ ଜୀବନ। କାଖେଇ କୁଣ୍ଢେଇ ବଡ଼ କରିଥିବା ବାପାଟିର ମୃତଦେହ ଘରେ ପଡ଼ିଛି। ଆଉ ହଜାର ହଜାର ଦର୍ଶକଙ୍କ ଆଗରେ ଅଭିନୟ କରୁଛି ଝିଅ । ଆଖିରୁ ନିଗିଡ଼ି ପଡୁଥିବା ଲୁହ ସତ ସତିକା ଲୁହାଗୁଡାକ ମିଛି ମିଛିକା ଲୁହ ସହ ମିଶିଯାଉଥିଲା ଆଉ ଅଭିନୟଟା ଥିଲା ଦର୍ଶକଙ୍କ ମନୋରଞ୍ଜନର ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #jatra #actress #Sundergarh #koida

Комментарии

Информация по комментариям в разработке