ତଳେ ନା ଭାଡ଼ିରେ କରିବେ ପୋଟଳ ଚାଷ POINTED GOURD CULTIVATION

Описание к видео ତଳେ ନା ଭାଡ଼ିରେ କରିବେ ପୋଟଳ ଚାଷ POINTED GOURD CULTIVATION

Arabinda Sahoo
KRUSHI SAMPADA
ପୋଟଳ ଚାଷ ମାଟିରେ କରିବା ନ ଭାଡ଼ିରେ କରିବା
ପୋଟଳ ଚାଷ ଲାଭ ଜନକ ଲଟା ଫସଲ
ଏଥିରେ ଔଷଧିୟ ଗୁଣ ରହିଛି
ମାଟିରେ ଚାଷ କରି ପୋଟଳ ମାଟିରେ ମଡ଼ାଇ ଚାଷ କଲେ ବିଭିନ ପ୍ରକାର ର ରୋଗ ଓ ପୋକ ଲାଗିଥାଏ
କିନ୍ତୁ ଭାଡ଼ି ପଦ୍ଧତିରେ ପୋଟଳ ଚାଷ କଲେ ଅଧିକ ଅମଳ ହୋଇଥାଏ ଓ ରୋଗ ପୋକ କମ ଲଗାଥାଏ
ପୋଟଳ ଚେର ମାଈ କି ଅଣ୍ଡିରା କିପରି ଜାଣିବା
   • ପୋଟଳ ଚାଷ   ମାଈ ଓ ଅଣ୍ଡିରା ଚେର ଚିହ୍ନିବେ...  

Thank you
Krushi sampada

#pointedgourdculrivation #pointedgourd #krushisampada #odia #pointedgourdproduction

Комментарии

Информация по комментариям в разработке