🎶 Audio Credits
Song Title: MAN BAURA
Singer,Lyrics & Composition : SOURABH BARIK
Music Arrannger & Programmer : PRIYAN PRIYADARSHAN
Mixing & Mastering Engineer: SAKTISWAR MAHAPATRA
Recordist :NILAKANTHA NAIK
Recorded at: MRR Studios/ Cuttack
Publisher / Label: The Alpha Production House
Rhythm Arrangements : BALARAM
Instrumentalists (Dhol,Lisan,Tasa) : Balaram ,kanha, Pramod Da, Manish da
Audio Available on audio platforms :
Spotify - https://open.spotify.com/track/4pEeGu...
Gaana - https://gaana.com/song/man-baura-3
---
🎬 Video Credits
Featuring : SOURABH BARIK & JHILMIL
Director & Producer : SOURABH BARIK
Co-Producer: PRINCE & ROHAN
Cinematographer: ANTA BAG & SOUMYA BAG
Editor: MANAS HARPAL
Choreography: NANCY & AMRUM
Cast & Performance
Featured Cast: Sanjeev Abraham , Shiba Kumar
Dancers / Extras: Abhijeeta Barik , B.Esabel Loren ,i Chinmaya Barik , Reshma Rani Barik , A J laura ,Cutie, Aneesha Rana ,Lipsa Bagh ,Mercy , Lipi Bagh, Asher Bagh , MRB Pradip, Dilawar Karmi , Awhan Tandi , Aron , Niku Nanda , Golu Kar ,Nikhil Nag, Samuel Tandi,
Jason Edwin Tandy ( Ahwan)
Post-Production
Poster Design : Raj Graphics
Motion Graphics: Mahesh Digital
Additional Credits
Special Thanks: K Sahig Samuel , Manas Kumar , Trupti Ranjan Singh , Rupsagar Bagh , Sawpnil, Ashirbad Deep,
Jasper Ephraim Tandy (Jihan) & Swarup Chattria
Follow us On :
Instagram: https://www.instagram.com/the.alpha94...
https://www.instagram.com/sourabh_bar...
Threads -https://www.threads.com/@sourabh_barik23
https://www.threads.com/@the.alpha94
Lyrics
ସୁନା ସୁନା ଶୁଣା ହୋ....... ମୋର ମାପରୁ ର କଥା ମତେ ପେରେମ କଲା ତାର ପ୍ରେମ ର ଗାଥା
ମୋର ମନ ବାଉରା
ଏ ମୋର ମନ ବାଉରା
ଯୀଶୁ ଭଜି ଯା ଯୀଶୁ ଭଜି ଯା
ଏ ମୋର ମନ ବାଉରା
ଯୀଶୁ ଭଜି ଯା ଯୀଶୁ ଭଜି ଯା
ସରାବନେ ପର୍ଭୁ ପାଏଁନ ଗଡା଼ଲ
ଫଗୁନେ ତ ଦେଲ ଆମ ବଉଲ
ସରାବନେ ପର୍ଭୁ ପାଏଁନ ଗଡା଼ଲ
ଫଗୁନେ ତ ଦେଲ ଆମ ବଉଲ
ଏ ମୋର ମନ କରିଦେଲ ସରଦା ଗୋ
ମନ ବାଉରା.....
ଯୀଶୁ ଭଜି ଯା ଯୀଶୁ ଭଜି ଯା.......
(ଅନ୍ତରା 1)
ନିଲିଆ ନିଲିଆ ଆକାଶେ ତ
ସୁରୁଜ କେ ସଜାଲ
ଅନ୍ଧାର ରାତି ଝିକିମିକି ତାରା
ଜହ୍ନ ଆଲୁଅ ଯୁଗାଲ
ନିଲିଆ ନିଲିଆ ଆକାଶେ ତ
ସୁରୁଜ କେ ସଜାଲ
ଅନ୍ଧାର ରାତି ଝିକିମିକି ତାରା
ଜହ୍ନ ଆଲୁଅ ଯୁଗାଲ
ମହ ମହ ବାସିଗଲା ଟଗର
ମଲି ଫୁଲେ ବସିଗଲା ଭମର
ମହ ମହ ବାସିଗଲା ଟଗର
ମଲି ଫୁଲେ ବସିଗଲା ଭମର
ତୁମର ପୀରତି କରିଦେଲା ବଝା ଗୋ.....
ମନ ବାଉରା.....
ଯୀଶୁ ଭଜି ଯା ଯୀଶୁ ଭଜି ଯା.......
(ଅନ୍ତରା 2)
କାକରେ ଗୁହାଲେ ପର୍ଭୁ ତୁମେ
ମୁନୁଷ ଜନମ ନେଲ
ମୋର ଲାଗି ତୁମର ଗୁଟେ ବଲି
ପୁଓ କେ ବି ବଲି ଦେଲ
କାକରେ ଗୁହାଲେ ପର୍ଭୁ ତୁମେ
ମୁନୁଷ ଜନମ ନେଲ
ମୋର ଲାଗି ତୁମର ଗୁଟେ ବଲି
ପୁଓ କେ ବି ବଲି ଦେଲ
ଛୁମେ ଛୁମେ ପାଶେ ପାଶେ ରହେସ
ଦୁଖ ସୁଖ ଜାନି ସବୁ ଯୁଗାସ
ଛୁମେ ଛୁମେ ପାଶେ ପାଶେ ରହେସ
ଦୁଖ ସୁଖ ଜାନି ସବୁ ଯୁଗାସ
ଏ ମୋର ମନ କରିଦେସ ପର୍ଚ୍ଚା ଗୋ...
ମନ ବାଉରା.....
ଯୀଶୁ ଭଜି ଯା ଯୀଶୁ ଭଜି ଯା......
--
*ANTI piracy WARNING*
This Content is copy right to " THE ALPHA PRODUCTION HOUSE " . Any unauthorised reproduction, redistribution or re-upload is strictly prohibited of this material. Legal actions will be taken against those who violate the copyright of the following material presented .
Информация по комментариям в разработке