ତୁମେ ଇଛା ମୟ ଭଗବାନ//Tume ichaa Maya Bhagaban//ଗୁରୁ ବିଜୟ କୁମାର

Описание к видео ତୁମେ ଇଛା ମୟ ଭଗବାନ//Tume ichaa Maya Bhagaban//ଗୁରୁ ବିଜୟ କୁମାର

ତୁମେ ଇଛା ମୟ ଭଗବାନ//Tume ichaa Maya Bhagaban//ଗୁରୁ ବିଜୟ ସାମଲ
#ତୁମେଇଛାମୟଭଗବାନ
#viral
#ଗୁରୁବିଜୟସାରତୁମେ ଇଛା ମୟ ଭଗବାନ2. ଯାହା ଦେଇଥିଲ ସବୁ ନେଇ ଗଲ କଲ ମୋତେ ହୀନିମାନ. ତୁମେ ଇଛା ମୟ ଭଗବନ.../0/.( A). ଧନ ଅର୍ଜିଥିଲି ଧର୍ମ କରିବାକୁ. ମୋ ପୂର୍ବ ପୁରୁଷ ଯେତେ.ସାଧୁ ସନ୍ୟାସୀ ଙ୍କ ସେବାରେ ନିୟ ଗୋ.କରିଥିଲି ଅଭିରତେ.ଶୂନ୍ୟ କର ଯେବେ ମୋ ଭଣ୍ଡାର ଘର କହ କିସ ହେବ ଦାନ. ତୁମେ ଇଛା ମୟ ଭଗବାନ../1/..
(B)...ପୁରୀ ଭୋଜନ ରେ ଯୋଗୀ ପ୍ରାଣ ଦେଖି ଲଭି ମୁଁ ଥିଲି ସନ୍ତୋଷ ଶାନ୍ତି ର ସ୍ଵାଶ ରେ ଭାବିଥିଲି ମୋର କଟି ଗଲା କଳମସ.ଯୋଗୀ ଯେବେ ଯାଏ ମୋ ଦୁଆରୁ ଫେରି.କିମ୍ପା ହେବ ଅପମାନ. ତୁମେ ଇଛା ମୟ ଭଗବାନ..
(C)...ନୟନ ଲୋତକେ ଗୁନ୍ଥିଲି କି ହାର ମୋହିବକି ଯୋଗୀ ମନ. ବୁକୁ ର କୋହ ରେ ଅର୍ଦ୍ଧ ଢାଳିଦେଲେ ହେବ କି ଶ୍ରଦ୍ଧା ଭାଜନ.କହେ ଦେବରାଜ ଗୁରୁ ଘନଶ୍ୟାମ ତୁମେ ଇଛା ମୟ ଭଗବାନ2. ଯାହା ଦେଇଥିଲ ସବୁ ନେଇ ଗଲ କଲ ମୋତେ ହୀନିମାନ. ତୁମେ ଇଛା ମୟ ଭଗବନ.../0/.( A). ଧନ ଅର୍ଜିଥିଲି ଧର୍ମ କରିବାକୁ. ମୋ ପୂର୍ବ ପୁରୁଷ ଯେତେ.ସାଧୁ ସନ୍ୟାସୀ ଙ୍କ ସେବାରେ ନିୟ ଗୋ.କରିଥିଲି ଅଭିରତେ.ଶୂନ୍ୟ କର ଯେବେ ମୋ ଭଣ୍ଡାର ଘର କହ କିସ ହେବ ଦାନ. ତୁମେ ଇଛା ମୟ ଭଗବାନ../1/..
(B)...ପୁରୀ ଭୋଜନ ରେ ଯୋଗୀ ପ୍ରାଣ ଦେଖି ଲଭି ମୁଁ ଥିଲି ସନ୍ତୋଷ ଶାନ୍ତି ର ସ୍ଵାଶ ରେ ଭାବିଥିଲି ମୋର କଟି ଗଲା କଳମସ.ଯୋଗୀ ଯେବେ ଯାଏ ମୋ ଦୁଆରୁ ଫେରି.କିମ୍ପା ହେବ ଅପମାନ. ତୁମେ ଇଛା ମୟ ଭଗବାନ..
(C)...ନୟନ ଲୋତକେ ଗୁନ୍ଥିଲି କି ହାର ମୋହିବକି ଯୋଗୀ ମନ. ବୁକୁ ର କୋହ ରେ ଅର୍ଦ୍ଧ ଢାଳିଦେଲେ ହେବ କି ଶ୍ରଦ୍ଧା ଭାଜନ.କହେ ଦେବରାଜ ଗୁରୁ ଘନଶ୍ୟାମ ତୁମ ଇଛା ହେଉ ପୂର୍ଣ୍ଣ. ତୁମେ ଇଛା ମୟ ଭଗବାନ


ତୁମ ଇଛା ହେଉ ପୂର୍ଣ୍ଣ. ତୁମେ ଇଛା ମୟ ଭଗବାନ




ଗୀତ:ଗୁରୁ ଦେବରାଜ ବାବା
ସଂଗୀତ:ବିଜୟ ସାମଲ
କଣ୍ଠ:ବିଜୟ ସାମଲ
🙏🙏🙏🙏🙏🙏ଜୟ ଜଗନ୍ନାଥ ଆପଣ ମାନ ଙ୍କ ଆଶ୍ରିବାଦ ପାଇଁ ଆମେ ମାନେ ଗୀତ କରିପାଉଛୁ

Комментарии

Информация по комментариям в разработке