ଆର.ଜି. କରର ସେହି ଝିଅ ମୋ ସାଙ୍ଗ | Exclusive Interview | RG Kar Hospital Incident | Odisha Reporter

Описание к видео ଆର.ଜି. କରର ସେହି ଝିଅ ମୋ ସାଙ୍ଗ | Exclusive Interview | RG Kar Hospital Incident | Odisha Reporter

ଇଏ ହେଉଛନ୍ତି ଟ୍ରେନି ଡାକ୍ତର ନମ୍ରତା ଦତ୍ତ । ଆରଜି କର ହସ୍ପିଟାଲରେ ଅତ୍ୟାଚାରର ଶିକାର ହୋଇଥିବା ପୀଡିତାଙ୍କ ସହ ପୂର୍ବରୁ ଗୋଟିଏ କଲେଜରେ ପଢ଼ୁଥିଲେ ନମ୍ରତା । ନମ୍ରତା କହିଛନ୍ତି 'ଏହି ଘଟଣା ଘଟିବା ପରେ ସବୁ ଡାକ୍ତରଙ୍କ ମନରେ ଭୟର ବାତାବରଣ । ଆଗରୁ ହସ୍ପିଟାଲ ପହଞ୍ଚିଗଲେ ପରିବାର ଲୋକ ଭାବୁଥିଲେ ଆମ ଝିଅଟି ସୁରକ୍ଷିତ ଅଛି । ହେଲେ ଆରଜି କର ହସ୍ପିଟାଲରେ ଘଟିଥିବା ଏହି ଘଟଣା ବାପାମାଆଙ୍କୁ ଚିନ୍ତାରେ ପକାଇଛି । ଏବେ ହସ୍ପିଟାଲ ଆସିବାକୁ ଭୟ ଲାଗୁଛି ।' ତେବେ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ କଣ ଘଟେ ସେନେଇ ବଡ଼ କଥା କହିଛନ୍ତି ନମ୍ରତା । ଶୁଣନ୍ତୁ ସେ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #traineedoctor #rgkarmedicalcollege #WestBengal #DoctorSafety #AIIMS #Bhubaneswar #namratadutta

Комментарии

Информация по комментариям в разработке