ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ସ୍ରାବ ହେଉଛି କି? | Vaginal Discharge in Odia | Dr Swapnita Hota

Описание к видео ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ସ୍ରାବ ହେଉଛି କି? | Vaginal Discharge in Odia | Dr Swapnita Hota

#VaginalDischarge #OdiaHealthTips

ଯୋନିରୁ ସ୍ରାବ ହେବା ସାଧାରଣ ଜିନିଷ। ହେଲେ ବେଳେ ବେଳେ ଏହାର ରଙ୍ଗ ଓ ଏହାର ଗନ୍ଧ ଅସ୍ୱାଭାବିକ ହୋଇଥାଏ। ସେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍‌ନିତା ହୋତା କ’ଣ କହୁଛନ୍ତି, ଜାଣିବା।

ଏହି ଭିଡିଓରେ ରହିଛି,

ଯୋନିରୁ ସ୍ରାବ (ଡିସ୍‌ଚାର୍ଜ) କେଉଁ ସମୟରେ ହୋଇଥାଏ? (0:00)
ଯୋନିରୁ ସ୍ରାବ କାହିଁକି ହୋଇଥାଏ? (1:46)
ଡିସ୍‌ଚାର୍ଜର ରଙ୍ଗ ଓ ପ୍ରକାର ଅନୁଯାୟୀ ରୋଗ ବିଷୟରେ ଜାଣନ୍ତୁ (3:53)
ଅସ୍ୱାଭାବିକ ସ୍ରାବ ହେଲେ ଏହାର ଚିକିତ୍ସା (4:43)
ଯୋନିର ସ୍ୱଚ୍ଛତା କିପରି ପରିଚାଳନା କରିବେ? (5:59)

Vaginal discharge is a clear or whitish fluid that comes out of your vagina. Discharge is normal, but changes in the amount, consistency, color or smell could indicate an infection or other problem. When to consult a doctor? How to treat abnormal Vaginal Discharge? Let's know more from Dr Swapnita Hota, a Gynaecologist.

In this Video,

When does the Vaginal Discharge occur? in Odia (0:00)
Causes of Vaginal Discharge, in Odia (1:46)
What does the different colour of Vaginal Discharge mean? in Odia (3:53)
Treatment of abnormal Vaginal Discharge, in Odia (4:43)
How to manage Vaginal hygiene? in Odia (5:59)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке