Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ

  • Aaina ( ଆଇନା ) - The Mirror
  • 2026-01-06
  • 541786
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ
  • ok logo

Скачать ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ бесплатно в качестве 4к (2к / 1080p)

У нас вы можете скачать бесплатно ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ

Aaina (ଆଇନା)The Mirror
ନାବାଳିକାଙ୍କୁ ଧର୍ଷଣ ଓ ହତ୍ୟା ମାମଲାରେ ଦୋଷୀକୁ ଫାଷୀ ଦଣ୍ଡାଦେଶ ଦେଲେ ବରଗଡ଼ ପୋକସୋ କୋର୍ଟ l ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କୋର୍ଟ ପକ୍ଷରୁ ଏପରି ଫାସୀ ଦଣ୍ଡ ଆଦେଶ ଦିଆଯାଇଥିବା ବେଳେ ଏପରି ଏକ ଐତିହାସିକ ରାୟ ଶୁଣାଇ ପୀଡ଼ିତା ପାରିବାରଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ପୋକସୋ କୋର୍ଟ l ମାତ୍ର ସାତ ବର୍ଷର କୁନି ଝିଅକୁ ଧର୍ଷଣ କରି ନିର୍ମମ ଭାବେ ହତ୍ୟା କରିଥିବା 35 ବର୍ଷର ପ୍ରଶାନ୍ତ ବାଗ କୁ ପୋକସୋ କୋର୍ଟ ନାବାଳିକାଙ୍କୁ ଧର୍ଷଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ନିର୍ମମ ହତ୍ୟା ଅଭିଯୋଗରେ ଫାସୀ ଦଣ୍ଡରେ ଦଣ୍ଡିତ କରିଛନ୍ତି l

ସୂଚନା ଅନୁଯାୟୀ ଗତ 15 ନଭେମ୍ବର 2024 ରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସୋଡ଼ା ଗ୍ରାମରେ ଜଣେ ନାବାଳିକାଙ୍କ ରକ୍ତାକ୍ତ ଶବ ନଗ୍ନ ଅବସ୍ଥାରେ ପଡ଼ିଥିଲା l ଗ୍ରାମବାସୀ ଖବର ପାଇଁ ପୋଲିସ କୁ ଜଣାଇଥିଲେ ଓ ପୋଲିସ ଉକ୍ତ ଘଟଣାର ତଦନ୍ତ କଲା ପରେ ସାଙ୍ଗେ ସାଙ୍ଗେ ପ୍ରଶାନ୍ତ ବାଗ ନାମକ ଜଣେ ବ୍ୟକ୍ତିକୁ ସନ୍ଦେହରେ ଅଟକ ରଖିଥିଲା l ପୋଲିସ ର ଜେରା ପରେ 35 ବର୍ଷୀୟ ପ୍ରଶାନ୍ତ ବାଗ ନିଜେ ଦୋଷ ସ୍ୱୀକାର କରିଥିଲା l

ତେବେ ମହୁଲ ପାଳି ଗ୍ରାମର ପ୍ରଶାନ୍ତ ବାଗ ନାମକ ଯୁବକ ସୋଡ଼ା ଗ୍ରାମର ତିନିଜଣ କୁନି ପିଲାଙ୍କୁ ମାଛ ଧରିଯିବା ବୋଲି ଡାକିନେଯାଇଥିଲେ l ପରବର୍ତୀ ସମୟରେ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ଶିଶୁଙ୍କୁ କୌଣସି ବାହାନାକରି ସେ ଘରକୁ ଫେରାଇଦେଇଥିଲେ ମାତ୍ର ସାତ ବର୍ଷର ଶିଶୁ କନ୍ୟାକୁ ସେ ଫୁସୁଳାଇ ରଖିପକାଇ ଦୁଷ୍କର୍ମ କରିବା ପରେ ପ୍ରଥମେ ଶିଶୁ ଟିର ତଣ୍ଟି ଚିପି ଥିଲା ଓପରେ ମୁଣ୍ଡରେ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଥିଲା l

ଏହି ସମ୍ବେଦନଶୀଳ ଘଟଣାରେ ଦୋଷୀକୁ ଫାସୀ ଦଣ୍ଡ ଦିଆଯାଉ ବୋଲି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଲି ମାଧ୍ୟମରେ ଲୋକେ ପ୍ରଶାସନ ଠାରେ ଦାବୀ ଜଣାଇଥିଲେ l ତେବେ ପୋଲିସ ବିଭାଗ ତତ୍ପରତା ଦେଖାଇ ମମତା ନାୟକ ପଦ୍ମପୁର IIC ମାତ୍ର 20 ଦିନ ଭିତରେ ଚାର୍ଜ ସିଟ ଦାଖଲ କରିଥିଲେ ଏବଂ ଫରେନସିକ ଏଭିଡେଂସ, ମେଡିକାଲ ଏଭିଡେଂସ ସବୁ ଦାଖଲ କରାଯାଇଥିଲା | ବିଚାର ସମୟରେ ସରକାରଙ୍କ ତରଫରୁ 37 ଗୋଟି ସାକ୍ଷ, 55 ଟି ଡୋକୋମେଣ୍ଟ ଓ 27 ଟି ମେଟ୍ରିଏଲ ଓ଼ବଜେକ୍ଟ ଦାଖଲ କରାଯାଇଥିଲା l
ବରଗଡ଼ ପୋକ୍ସୋ ଅଦାଲତରେ ମାମଲାଟି ଚାଲିଥିବା ବେଳେ 26 /12/2025 ଦିନ ଅଭିଯୁକ୍ତଙ୍କୁ ଅପହରଣ, ଦୁଷ୍କର୍ମ, ହତ୍ୟା ଓ 6 ପୋସ୍କୋ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ | ତେବେ ପୋକସୋ ଅନ୍ତର୍ଗତ ADJ cum Special court ର ଜର୍ଜ କିରନ କୁମାର ପ୍ରଧାନ ଆଜି ଦୋଷୀକୁ ଫାସୀ ଦଣ୍ଡାଦେଶ ଶୁଣାଇଛନ୍ତି l#BargarhNews
#BarpaliNews
#FarmersIssue
#InputSubsidy
#OdishaNews
#OdiaNews
#BreakingNews
#FarmersProtest
#KharifLoss
#SubsidyScam
#AgricultureNews
#OdishaPolitics
#FarmersRights
#WesternOdisha
#Dhanuyatra

Комментарии

Информация по комментариям в разработке

Похожие видео

  • ଝିଅକୁ ଏମିତି କରି ମାରିଥିବା ନୃଶଂସ ଯୁବକକୁ ଏବେ କୋର୍ଟ ଦେଲେ ମୃତ୍ୟ ଦଣ୍ଡ l BARGARH COURT l @A1odia
    ଝିଅକୁ ଏମିତି କରି ମାରିଥିବା ନୃଶଂସ ଯୁବକକୁ ଏବେ କୋର୍ଟ ଦେଲେ ମୃତ୍ୟ ଦଣ୍ଡ l BARGARH COURT l @A1odia
    1 месяц назад
  • ଶାଶୁ କହୁଛନ୍ତି, ଡିମାଣ୍ଡ ଟଙ୍କା ଦେଲେ ହିଁ ସ୍ବାମୀ ସହିତ ଶୋଇବୁ ! Wife allegations against Husband & in-law.
    ଶାଶୁ କହୁଛନ୍ତି, ଡିମାଣ୍ଡ ଟଙ୍କା ଦେଲେ ହିଁ ସ୍ବାମୀ ସହିତ ଶୋଇବୁ ! Wife allegations against Husband & in-law.
    2 дня назад
  • 🔴LIVE : ଆଲମିରା ଖୋଲି ଦେଖିଲାବେଳକୁ ଭିଜିଲାନ୍ସ ଆଖି ଖୋସି ହୋଇଗଲା Odisha Vigilance Seizes Over ₹4 Crore Cash
    🔴LIVE : ଆଲମିରା ଖୋଲି ଦେଖିଲାବେଳକୁ ଭିଜିଲାନ୍ସ ଆଖି ଖୋସି ହୋଇଗଲା Odisha Vigilance Seizes Over ₹4 Crore Cash
    10 часов назад
  • Aparadh pratidin | Accused sentenced to death in minor girl rape and murder case | ମିଳିଲା ଫାଶିଦଣ୍ଡ
    Aparadh pratidin | Accused sentenced to death in minor girl rape and murder case | ମିଳିଲା ଫାଶିଦଣ୍ଡ
    1 месяц назад
  • ରାମାନନ୍ଦ ସାଗର କୃତ | ଶ୍ରୀ ରାମ ଦରବାର | ଭାଗ 28 | ତିଲକ ଓଡ଼ିଆ
    ରାମାନନ୍ଦ ସାଗର କୃତ | ଶ୍ରୀ ରାମ ଦରବାର | ଭାଗ 28 | ତିଲକ ଓଡ଼ିଆ
    1 месяц назад
  • ମୋର କେହି ନାହାଁନ୍ତି, ସିନ୍ଦୂର ଦେଇ ସ୍ୱାମୀ ମୋତେ ନୂଆ ପରିଚୟ ଦେଇଛନ୍ତି: କନ୍ୟା ବର | Charcha TV
    ମୋର କେହି ନାହାଁନ୍ତି, ସିନ୍ଦୂର ଦେଇ ସ୍ୱାମୀ ମୋତେ ନୂଆ ପରିଚୟ ଦେଇଛନ୍ତି: କନ୍ୟା ବର | Charcha TV
    2 недели назад
  • IND vs ZIM Super 8 Playing 11  | जिम्बाब्वे के खिलाफ गंभीर ने घोषित की भारत की खूंखार Playing 11
    IND vs ZIM Super 8 Playing 11 | जिम्बाब्वे के खिलाफ गंभीर ने घोषित की भारत की खूंखार Playing 11
    1 день назад
  • ସାଇବର ଠକେଇ କରିଥିବା ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ
    ସାଇବର ଠକେଇ କରିଥିବା ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ
    10 часов назад
  • ସେଦିନ ନକ୍ସଲ୍ ଗ୍ୟାଙ୍ଗରେ ଯୋଗଦେବା ପଡ଼ିଲା ତାଙ୍କ ପାଇଁ ମହଙ୍ଗା, ଶୁଣନ୍ତୁ ଜଣେ ଅନୁତପ୍ତ ମଣିଷର କାହାଣୀ || ANUTAP
    ସେଦିନ ନକ୍ସଲ୍ ଗ୍ୟାଙ୍ଗରେ ଯୋଗଦେବା ପଡ଼ିଲା ତାଙ୍କ ପାଇଁ ମହଙ୍ଗା, ଶୁଣନ୍ତୁ ଜଣେ ଅନୁତପ୍ତ ମଣିଷର କାହାଣୀ || ANUTAP
    3 года назад
  • ନିର୍ଭୟା ଘଟଣାରେ ଦୋଷୀ ମାନେ ଫାଶୀ ପାଇବା ପୂର୍ବରୁ ସେଇ କେଇ ଘଣ୍ଟାର କାହାଣୀ | DELHI STORY l @A1odia
    ନିର୍ଭୟା ଘଟଣାରେ ଦୋଷୀ ମାନେ ଫାଶୀ ପାଇବା ପୂର୍ବରୁ ସେଇ କେଇ ଘଣ୍ଟାର କାହାଣୀ | DELHI STORY l @A1odia
    1 год назад
  • ନୁଆବର୍ଷା | ସାମ୍ବଲପୁରୀ ଚଳଚ୍ଚିତ୍ର   NUABARSHA sambalpuri movie
    ନୁଆବର୍ଷା | ସାମ୍ବଲପୁରୀ ଚଳଚ୍ଚିତ୍ର NUABARSHA sambalpuri movie
    1 месяц назад
  • today's morning news odisha/25 February 2026/subhadra yojana online registration/odisha news today
    today's morning news odisha/25 February 2026/subhadra yojana online registration/odisha news today
    22 часа назад
  • ୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବ ପାଇଁ ଶୋଭାୟାତ୍ରା ।#nationaltv#kalahandi
    ୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବ ପାଇଁ ଶୋଭାୟାତ୍ରା ।#nationaltv#kalahandi
    2 месяца назад
  • CID की टीम गाँव पहुँची – सच सबके सामने | CID | सी.आई.डी. | Latest Episode
    CID की टीम गाँव पहुँची – सच सबके सामने | CID | सी.आई.डी. | Latest Episode
    1 месяц назад
  • 👮ଯବାନ👮||ଗର୍ଭବତୀ ସ୍ତ୍ରୀ ର କାହାଣୀ||SAD STORY FOR INDIAN ARMY|| MISTY SWATI SAI YOUTUBE CHANNEL 🙏❤️🙏🧿
    👮ଯବାନ👮||ଗର୍ଭବତୀ ସ୍ତ୍ରୀ ର କାହାଣୀ||SAD STORY FOR INDIAN ARMY|| MISTY SWATI SAI YOUTUBE CHANNEL 🙏❤️🙏🧿
    2 года назад
  • ଏମିତି ଗାଇଲେ ଡୋଲମଣି ଇତିଶ୍ରୀ ବର୍ଷା ପାଲିଆ ଧରି ପାରିଲେ ନାହିଁସ୍ଥାନ: ବିଲେଇବେର୍ଣାଡେନ୍ସର ମାନେ ଲାଜେଇ ଗଲେ
    ଏମିତି ଗାଇଲେ ଡୋଲମଣି ଇତିଶ୍ରୀ ବର୍ଷା ପାଲିଆ ଧରି ପାରିଲେ ନାହିଁସ୍ଥାନ: ବିଲେଇବେର୍ଣାଡେନ୍ସର ମାନେ ଲାଜେଇ ଗଲେ
    3 дня назад
  • Путин приказал вернуть солдат с фронта / Требование прекратить удары
    Путин приказал вернуть солдат с фронта / Требование прекратить удары
    4 часа назад
  •  ଗ୍ରୀଣ୍ଡୋଲାରେ ଜୀରାନଦୀ ଉପରେ ନିର୍ମାଣ ହେବ ଆନିକଟ୍‌, ବିଭାଗୀୟ ଅଧିକାରୀଙ୍କ ସହ ସ୍ଥାନ ପରିଦର୍ଶନ କଲେ ବିଧାୟକ
    ଗ୍ରୀଣ୍ଡୋଲାରେ ଜୀରାନଦୀ ଉପରେ ନିର୍ମାଣ ହେବ ଆନିକଟ୍‌, ବିଭାଗୀୟ ଅଧିକାରୀଙ୍କ ସହ ସ୍ଥାନ ପରିଦର୍ଶନ କଲେ ବିଧାୟକ
    2 недели назад
  • ମହିଳାଙ୍କ ଡରରେ ବ୍ୟାଙ୍କ ବନ୍ଦ ! ଜାଲ୍ ନୋଟ ଦେଇ ଫସିଲେ ବନ୍ଧନ ବ୍ୟାଙ୍କ ମ୍ୟାନେଜର! Bandhan Bank khandagiri scam
    ମହିଳାଙ୍କ ଡରରେ ବ୍ୟାଙ୍କ ବନ୍ଦ ! ଜାଲ୍ ନୋଟ ଦେଇ ଫସିଲେ ବନ୍ଧନ ବ୍ୟାଙ୍କ ମ୍ୟାନେଜର! Bandhan Bank khandagiri scam
    1 месяц назад
  • Путин пошёл на крайние меры / Срочное обращение к силовикам
    Путин пошёл на крайние меры / Срочное обращение к силовикам
    18 часов назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com