KANCHAMATI/NEW ODIA MOVIE/CONTEMPORARY STORY/Online class/ କଞ୍ଚା ମାଟି/ସମସାମୟିକ ଓଡ଼ିଆ ଚଳଚ୍ଚିତ୍ର

Описание к видео KANCHAMATI/NEW ODIA MOVIE/CONTEMPORARY STORY/Online class/ କଞ୍ଚା ମାଟି/ସମସାମୟିକ ଓଡ଼ିଆ ଚଳଚ୍ଚିତ୍ର

Kancha Mati/Ratna Manjari Art Presents/ରତ୍ନ ମଞ୍ଜରୀ ଆର୍ଟ ନିବେଦିତ କ୍ଷୁଦ୍ର ଚଳଚ୍ଚିତ୍ର କଞ୍ଚା ମାଟି।
Rabi ,a poor illiterate potter struggling to educate his mother less naive kid through online classes manages to buy a mobile phone with all his earnings.Rabi is not educated enough to monitor the use of mobile phone by the kid .Being carried away by his peers activities , the simple and innocent kid becomes addicted to mobile and starts cheating his father in the name of learning from online classes. Eventually the kid driftshimself away and mis uses the mobile keeping aside all his studies …

ରବି,ଜଣେ ଗରିବ ଅଶିକ୍ଷିତ କୁମ୍ଭାର l ମା ଛେଉଣ୍ଡ ପିଲା ହରି କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଅନଲାଇନ କ୍ଲାସ ପାଇଁ ଲୋଡା ହେଉଥିବା ମୋବାଇଲ କୁ କିଣିବା ପାଇଁ ସମସ୍ତ ସଙ୍ଘର୍ଷ କରିଛି, ଆଉ ଶେଷରେ ମଧ୍ୟ ସଫଳ ହୋଇଛି l ରବି, ପିଲାର ମୋବାଇଲ ଫୋନ ଉପରେ ନଜର ରଖିବା ପାଇଁ ଯଥେଷ୍ଟ ଶିକ୍ଷିତ ନୁହେଁ l କର୍ମ ତତ୍ପର ସରଳ ଓ ନିରୀହ ପିଲା ହରି ମୋବାଇଲ ରେ ଅଭ୍ୟସ୍ତ ହୋଇଯାଏ ଏବଂ ଅନଲାଇନ କ୍ଲାସ ରୁ ଶିକ୍ଷା ନାମରେ ତାର ବାପାଙ୍କୁ ପ୍ରତାରଣା କରିବା ଆରମ୍ଭ କରେ l ପରିଶେଷରେ ପ୍ରାକୃତିକ ପରିବେଶରେ ବଢ଼ିଥିବା ସରଳ ନିରୀହ ପିଲାଟି ସ୍ମାର୍ଟ ଫୋନ୍ ର ମାୟାରେ ପଡି ନିଜର ଜୀବନ୍ତ ଇଶ୍ୱର ବାପାଙ୍କ ସମ୍ପର୍କରୁ ନିଜକୁ ଦୁରେଇ ଦିଏ ଏବଂ ମୋବାଇଲ ବ୍ୟବହାର କରି ତାର ସମସ୍ତ ଶିକ୍ଷା ଓ ଭବିଷ୍ୟତକୁ କୁ ନଷ୍ଟ କରିଦିଏ l

*Educational Short Movie
*Contemporary
*Socio-Economical
*Socio-Educational Issues

ପ୍ରଯୋଜନା - ଧନଞ୍ଜୟ ମଲ୍ଲ
ରଚନା/ସଂଳାପ - କେଶବ ପଟ୍ଟନାୟକ
ନିର୍ଦେଶନା/ସମ୍ପାଦନା - ରୋଶନ ବରାଳ

Producer - Dhananjaya Malla
Script/Dialogue - Keshab Pattnaik
Directior/Editor - Rosan Baral

Комментарии

Информация по комментариям в разработке