ବିଧାୟକଙ୍କ ମନରେ ମନ୍ତ୍ରୀ ଭାବ ପାଇଁ ନବୀନଙ୍କ ନୂଆ ଯୋଜନା! || BJD Supremo

Описание к видео ବିଧାୟକଙ୍କ ମନରେ ମନ୍ତ୍ରୀ ଭାବ ପାଇଁ ନବୀନଙ୍କ ନୂଆ ଯୋଜନା! || BJD Supremo

ଜିତିଥିବା ବିଧାୟକଙ୍କ ମନଥଣ୍ଡା ଓ ମନ୍ତ୍ରୀ ଭାବ ସୃଷ୍ଟି ପାଇଁ ନବୀନଙ୍କ ନୂଆ ଉପାୟ । ନିଜକୁ ଛାଡି 50 ଜଣ ବିଧାୟକଙ୍କୁ ବିଭାଗ ବଣ୍ଟନ କରିଦେଲେ ନବୀନ । ଏହି ବିଧାୟକମାନେ ନିଜ ନିଜ ବିଭାଗର ମନ୍ତ୍ରୀମାନଙ୍କୁ ଘେରିବା ପାଇଁ କରିବେ ରଣନୀତି । 24 ବର୍ଷରେ ବିଭିନ୍ନ ବିଭାଗରେ ହୋଇଥିବା କେଳେଙ୍କାରୀ ପେଡି ଖୋଲିବ ବିଜେପି ! ଏପରି ହେଲେ ମନ୍ତ୍ରୀଙ୍କୁ ଘେରିବେ ନା ଓଲଟି ଘାଇଲା ହେବେ ତାକୁ ନେଇ ପ୍ରଶ୍ନ । ଏହି ଯୋଜନାରେ କେବେ ମନ୍ତ୍ରୀ ହୋଇନଥିବା ବିଧାୟକ ପାଇଲେ ବଡ଼ ବିଭାଗ। Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #BJD #NaveenPattnaik #BJDMLA #BJP #BJPGovernment #OdishaPolitics

Комментарии

Информация по комментариям в разработке