ପ୍ରୋଷ୍ଟେଟ୍‌ ବଢ଼ିଯିବା: କାରଣ ଓ ଚିକିତ୍ସା | Prostate Enlargement in Odia | Dr Sumanta Kumar Mishra

Описание к видео ପ୍ରୋଷ୍ଟେଟ୍‌ ବଢ଼ିଯିବା: କାରଣ ଓ ଚିକିତ୍ସା | Prostate Enlargement in Odia | Dr Sumanta Kumar Mishra

#ProstateEnlargement #OdiaHealthTips

ସାଧାରଣତଃ ବୟସ ବଢ଼ିଲେ ଏହି ସମସ୍ୟା ହୋଇପାରେ। ତେବେ କାହିଁକି ବଢ଼ିଯାଏ ପ୍ରୋଷ୍ଟେଟ୍ ଗ୍ରନ୍ଥି? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ପ୍ରୋଷ୍ଟେଟ୍ ସମସ୍ୟା କ’ଣ? (0:00)
ପ୍ରୋଷ୍ଟେଟ୍ ବଢ଼ିଗଲେ କ’ଣ ଲକ୍ଷଣ ଦେଖାଯାଏ? (0:58)
କାହାଠାରେ ଦେଖିବାକୁ ମିଳେ ପ୍ରୋଷ୍ଟେଟ୍ ସମସ୍ୟା ଓ ଏହା କାହିଁକି ହୁଏ? (2:57)
ପ୍ରୋଷ୍ଟେଟ୍ ସମସ୍ୟାର ଚିକିତ୍ସା ନକଲେ କ’ଣ ଅସୁବିଧା ହେବ? (4:49)
ପ୍ରୋଷ୍ଟେଟ୍ ସମସ୍ୟାର ପରୀକ୍ଷା ଓ ଚିକିତ୍ସା (7:07)
ପ୍ରୋଷ୍ଟେଟ୍ ଚିକିତ୍ସା ପରେ ସାବଧାନତା (10:03)

Prostate Enlargement problem usually occurs with age. So why is the Prostate Gland enlarged? Let’s know more from Dr Sumanta Kumar Mishra, a Urologist.

In this Video,

What are Prostate problems? in Odia (0:00)
Symptoms of an Enlarged Prostate? in Odia (0:58)
Who is at risk for Enlarged Prostate? Why do they occur? in Odia (2:57)
What happens if Prostate problems are left untreated? in Odia (4:49)
Tests and treatment of Prostate problems, in Odia (7:07)
Precautions after Prostate treatment, in Odia (10:03)

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке