Baitarani lo Baitarani |Monsoon Creatives| odia new bhajan ft Asima Panda | Malaya Mishra |

Описание к видео Baitarani lo Baitarani |Monsoon Creatives| odia new bhajan ft Asima Panda | Malaya Mishra |

Maa Biraja is the most worshiped Goddess of Jajpur, Odisha.
Here is a new odia bhajan on Maa Biraja . Odia play back singer Asima Panda has rendered her voice for Biraja Bhajan. Malaya Mishra has composed the music and Ashok Harichandana has penned the lyric. Produced by Punyotoya productions and digitally presented by Monsoon Creatives.

SONG :- Rati Pahile Dakibu Bandhu

MUSIC DIRECTOR- MALAYA MISHRA

PENNED BY - ASHOK HARICHANDANA

MUSIC LABLE-MAHAK MUSIC/MONSOON CREATIVES

PRODUCTION-PUNYATOYA PRODUCTION

LYRIC

ବୈତରଣୀ ଲୋ ବୈତରଣୀ ସଅଳ ସଅଳ ଯା ତୁ ବହି
ଯାଜପୁର ବିଜେ ମା ବିରଜାଈ
ପ୍ରଣାମ କରିବୁ ଚରଣ ଛୁଇଁ
ସଅଳ ସଅଳ ଯା ତୁ ବହି -(୦)

ଦେଖିବୁ ଯାଇ ତୁ ମା' ର ମନ୍ଦିର ସରାଗ ସୁଷମା ଯାଉଛି ଝରି
ଦର୍ଶନ କରିବୁ ମା' ବିରାଜଙ୍କୁ ଦେଖିବୁ ଅପୂର୍ବ ରୂପ ମାଧୁରୀ
କୁଳୁ କୁଳୁ ସୁରେ ମନ୍ଦିର ବେଢାରେ ମା' ଙ୍କ ଭଜନ ଦେବୁ ଶୁଣାଇ
ସଅଳ ସଅଳ ଯା ତୁ ବହି -(୧ )

ବାରୁଣୀ ଘାଟରେ ଯିବୁ ତୁ ଅଟକି ଦେଖିବୁ ଲାଗିଛି ଭକତ ଭିଡ
ମିଳିଯାଏ ପରା କୋଟି ପୁଣ୍ୟ ଫଳ ସେ ଘାଟରେ ଯିଏ ପକାଏ ବୁଡ଼
ମା' ର ପଣତ ରଖିଛି ଘୋଡେଇ ସେଥିପାଇଁ ଧନ୍ୟ ବିରଜା ଭୁଇଁ
ସଅଳ ସଅଳ ଯା ତୁ ବହି -(୨)


SUBSCRIBE ,SHARE, SUPPORT, FOLLOW, VISIT US:-

FACEBOOK:   / monsooncreativesofficial  

TWITTER:
  / mcodisha  

INSTAGRAM:
  / monsooncreatives  

WEBSITE:
https://www.monsooncreatives.com/

GOOGLE PLUS: https://plus.google.com/u/0/111531531...

Комментарии

Информация по комментариям в разработке