ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ କଣ ରହିଛି ମୁଡ୍ | Know the mood of voters in Hinjili Constituency | OR

Описание к видео ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ କଣ ରହିଛି ମୁଡ୍ | Know the mood of voters in Hinjili Constituency | OR

ନିର୍ବାଚନ ପାଖେଇ ଆସିଥିବା ବେଳେ କଣ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ମୁଡ୍। ଖୋଦ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରୁ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ଵ କରୁଛନ୍ତି। ଲୋକେ ସରକାରୀ ଯୋଜନାରେ କେତେ ଉପକୃତ ହୋଇଛନ୍ତି ନା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସାରୁ ଗ୍ରାମର ଲୋକେ କଣ କହୁଛନ୍ତି ଶୁଣନ୍ତୁ....

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #hinjili #odisha #ganjam #odisha #news #Election2024 #odishareporter

Комментарии

Информация по комментариям в разработке