ବିଜେବି କଲେଜରେ ମା’ ନାମରେ ଗଛଟିଏ || Minister Suryabanshi Suraj || Ek Ped Maa Ke Naam Campaign || OR

Описание к видео ବିଜେବି କଲେଜରେ ମା’ ନାମରେ ଗଛଟିଏ || Minister Suryabanshi Suraj || Ek Ped Maa Ke Naam Campaign || OR

ଭୁବନେଶ୍ୱର ବିଜେବି କଲେଜ ପରିସରରେ ଆରମ୍ଭ ହେଲା ମା' ନାମରେ ଗଛଟିଏ କାର୍ଯ୍ୟକ୍ରମ। ଓଡ଼ିଆ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟରେ ସବୁ କଲେଜ କ୍ୟାମ୍ପସରେ ବୃକ୍ଷ ରୋପଣ କର୍ଯ୍ୟକ୍ରମକୁ ବ୍ୟାପକ କରାଯିବ। ସାରା ରାଜ୍ୟରେ 5 ଲକ୍ଷ ଚାରା ରୋପଣ କରିବାକୁ ଟାର୍ଗେଟ ରଖାଯାଇଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Odisha #Bhubaneswar #surjyabanshisuraj #TreePlantation #BJBcollege

Комментарии

Информация по комментариям в разработке