ଭରତପୁର ଥାନା ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ | Odisha Reporter

Описание к видео ଭରତପୁର ଥାନା ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ | Odisha Reporter

ଭରତପୁର ଥାନାର ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପିଛା ଛାଡ଼ୁନି ବିବାଦ । ମାଡ ଖାଇଥିବା ଓ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଆଉ ଜଣେ ପୋଲିସ ଡିଏସପିଙ୍କୁ ସାହାଯ୍ୟ କରିବାକୁ ଯାଇ ଅଭିଯୋଗକାରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ଅନୁସୂଚିତ ଜାତିର ଜଣେ ଯୁବକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ବାରମ୍ବାର ଥାନାକୁ ଡକାଇ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବକ ସୌମ୍ୟରଂଜନ ସେଠୀ । ଶୁଣନ୍ତୁ ସେ କଣ କହୁଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #Allegation #Bharatpurps #dinakrushnamishra #Bhubaneswar

Комментарии

Информация по комментариям в разработке