Innovative Music Collective is a dynamic independent label and production house dedicated to nurturing emerging artists, crafting genre-blending soundtracks, and delivering immersive live experiences that resonate globally. From underground beats to chart-topping hits, we empower creativity and amplify voices in the ever-evolving music landscape.
https://www.instagram.com/rajkumar.mu...
ଆଖି ମୋର ଅଟକିଗଲା, ପ୍ରେମ ବୋଧେ ସତେ କି ହେଲା
ଆଖି ମୋର ଅଟକିଗଲା, ପ୍ରେମ ବୋଧେ ସତେ କି ହେଲା
ତୋ ପାଖେ ଜୀବନ ଲାଗେ ଆଜି ରେ ପୂରଣ
ଆଉକିଛି କାହିଁ ଚାହିଁବି ମୁଁ..
ତୋତେ ପାଇ ସବୁକିଛି ପାଇଛି ମୁଁ
ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ
ତୋତେ ପାଇ ସବୁକିଛି ପାଇଛି ମୁଁ
ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ..
ତୋ ଠିକଣା ମୁଁ ଖୋଜେ ରେ ଯେବେ ବି ଟିକେ ଆଜି
ହୃଦୟ କୋଣ ବଗିଚାରେ
ତୋ ରୂପର ଦାଗ ପାଏ ଖୋଜି
ଜାଣେନା କାହିଁକି ରେ
ତୋ ପାଇଁ ଆଜି ମୋ ହାତରେ ଲକ୍ଷେ ଫୁଲର ଫଗୁଣ
ତୋ ବିନା କିଛି ଜାଣେନା ମୁଁ..
ତୋତେ ପାଇ ସବୁକିଛି ପାଇଛି ମୁଁ
ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ
ତୋତେ ପାଇ ସବୁକିଛି ପାଇଛି ମୁଁ
ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ..
ତୋ ପାଉଣା ମୁଁ କେମିତି ଦେବି ରେ କହ ଆଣି
ପ୍ରେମ ବଦଳେ ଯେତେ ଦେଲେ ନିଅଣ୍ଟ ପଡୁଚି ଟିକେ ପୁଣି
ଜାଣେନା କାହିଁକି
ତୋ ପାଖେ ମୋ ସପନ, ଲାଗେ ଆଜି ରେ ପୂରଣ
ତୋ ବିନା କିଛି ବୁଝେନା ମୁଁ..
ତୋତେ ପାଇ ସବୁକିଛି ପାଇଛି ମୁଁ
ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ
ତୋତେ ପାଇ ସବୁକିଛି ପାଇଛି ମୁଁ
ଲାଗେ ପୁରା ପୃଥିବୀ ଜିତି ଯାଇଛି ମୁଁ..
#JDMusic, #JDBeats, #JDTracks, #JDPopVibes, #JDHipHop, #JDRockRevolution, #JDMusicFamily, #JDCollaborations, #JDFanZone, #JDNewRelease, #JDMusicDrop, #JDTrendingNow, #weddingdjs, #top100djs, #djscrew, #djmix, #djremix, #djset, #djmixes, #deephouse, #techno, #housemusic, #supersong, #bestsong, #bestodiyamucis, #odiyasong, #bestsongever, #wedding, #bride, #weddingday, #engaged, #weddinginspiration, #weddingphotography, #bridetobe, #weddingideas, #love, #instawedding, #song, #music, #newmusic, #hiphop, #pop, #dj
#newyearseve, #newyears, #happynewyears, #newyearsresolution, #newyearsparty, #newyearscelebration, #newyearsresolutions, #happynewyearseve, #newyears, #newyearsameme, #newyears,#newyears, #newyearsale, #newyearsoutfit, #newyears, #newyears, #newyears, #newyearseveparty, #newyearsgoals, #newyearsnails, #newyearsbaby, #newyears, #newyearskiss, #newyearseve, #newyearseve,#newyearsevr, #happynewyears, #newyears, #newyearseve, #newyearseve
Информация по комментариям в разработке