ହାତୀର ପାଠଶାଳା..... ପାଠ ପଢୁଛି, କଥା ମାନୁଛି | Elephant Training | Chandaka Dompada | Odisha Reporter

Описание к видео ହାତୀର ପାଠଶାଳା..... ପାଠ ପଢୁଛି, କଥା ମାନୁଛି | Elephant Training | Chandaka Dompada | Odisha Reporter

ହାତୀ ପଢ଼ୁଛନ୍ତି ପାଠ, ମାନୁଛନ୍ତି କମାଣ୍ଡ। ପାଣି କୁଣ୍ଡର ସରୁ ଧାରରେ ଚାଲୁଛନ୍ତି। ଛୋଟ ପଥର ଉପରେ ଚାରି ଗୋଡ଼ରେ ଛିଡ଼ା ହେଉଛନ୍ତି। ସଲାମ ବି କରୁଛନ୍ତି । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଚାଲିଛି ହାତୀଙ୍କ ଏ ପାଠପଢ଼ା । କେମିତି ଚାଲିଛି ହାତୀଙ୍କ ପାଠଶାଳା। ଆସନ୍ତୁ ଦେଖିବା...

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #elephant #pathshala #chandaka #damapada #training #odisha #news #odishareporter

Комментарии

Информация по комментариям в разработке