Logo video2dn
  • Сохранить видео с ютуба
  • Категории
    • Музыка
    • Кино и Анимация
    • Автомобили
    • Животные
    • Спорт
    • Путешествия
    • Игры
    • Люди и Блоги
    • Юмор
    • Развлечения
    • Новости и Политика
    • Howto и Стиль
    • Diy своими руками
    • Образование
    • Наука и Технологии
    • Некоммерческие Организации
  • О сайте

Скачать или смотреть ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ?

  • JAY JAGANNATH TV
  • 2026-02-27
  • 584
ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ?
  • ok logo

Скачать ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ? бесплатно в качестве 4к (2к / 1080p)

У нас вы можете скачать бесплатно ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ? или посмотреть видео с ютуба в максимальном доступном качестве.

Для скачивания выберите вариант из формы ниже:

  • Информация по загрузке:

Cкачать музыку ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ? бесплатно в формате MP3:

Если иконки загрузки не отобразились, ПОЖАЛУЙСТА, НАЖМИТЕ ЗДЕСЬ или обновите страницу
Если у вас возникли трудности с загрузкой, пожалуйста, свяжитесь с нами по контактам, указанным в нижней части страницы.
Спасибо за использование сервиса video2dn.com

Описание к видео ଭାଇଙ୍କୁ ହରାଇବା ପରେ ପୁଣି ବଡ଼ ଦୁର୍ଘଟଣା! ଜଗା କେମିତି ଆମ ୩ ଜଣଙ୍କ ଜୀବନ ବଞ୍ଚାଇଲେ?

"ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ"। ମାତ୍ର ୨୪ ଦିନ ତଳେ ମୋ ବଡ଼ ଭାଇ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ସେହି ଦୁଃଖ ସମୟରେ ସ୍ୱାମୀଙ୍କ ସହ ଫେରୁଥିବା ବେଳେ ଏକ ଭୟଙ୍କର ଗାଡ଼ି ଦୁର୍ଘଟଣା ଘଟିଲା। ଲାଗୁଥିଲା ସବୁକିଛି ଶେଷ ହୋଇଯିବ, କିନ୍ତୁ ମହାପ୍ରଭୁଙ୍କ ଲୀଳା ଅପାର। ସେହି ବିପଦ ସମୟରେ ପ୍ରଭୁ ସ୍ୱୟଂ ରକ୍ଷାକର୍ତ୍ତା ସାଜି ଆମ ତିନିଜଣଙ୍କ ଜୀବନ ବଞ୍ଚାଇ ଦେଲେ।

ଆଜିର Jay Jagannath TV ଭିଡିଓରେ ଶୁଣନ୍ତୁ ଏହି ମର୍ମସ୍ପର୍ଶୀ ସତ୍ୟ ଘଟଣା। କେମିତି କଳା ଶ୍ରୀମୁଖଙ୍କୁ ଡାକିବା ପରେ କାଳ ବି ପାଖରୁ ଫେରିଗଲା। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

ଆଜିର ଭାବ:
📺 ଶୋ' ର ନାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
🚩 ଚ୍ୟାନେଲ: Jay Jagannath TV


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Комментарии

Информация по комментариям в разработке

Похожие видео

  • ମଙ୍ଗଳ ଆଳତୀ ଦର୍ଶନ(28-Feb) | Today's Live Mangala Alati - Puri Jagannath Temple | Jay Jagannath Tv
    ମଙ୍ଗଳ ଆଳତୀ ଦର୍ଶନ(28-Feb) | Today's Live Mangala Alati - Puri Jagannath Temple | Jay Jagannath Tv
    1 час назад
  • ଆଜି(28-Feb)ଦ୍ୱାରଫିଟା ନୀତି ପ୍ରାତଃ ୬ ଟା ୩୧ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv
    ଆଜି(28-Feb)ଦ୍ୱାରଫିଟା ନୀତି ପ୍ରାତଃ ୬ ଟା ୩୧ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv
    1 час назад
  • ଓଡ଼ିଆ ପରମ୍ପରାରେ ଦୋଳ ଉତ୍ସବ: ଗାଁ ଦାଣ୍ଡରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତିର ରଙ୍ଗ | Jay Jagannath Tv
    ଓଡ଼ିଆ ପରମ୍ପରାରେ ଦୋଳ ଉତ୍ସବ: ଗାଁ ଦାଣ୍ଡରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତିର ରଙ୍ଗ | Jay Jagannath Tv
    23 минуты назад
  • ଯଦି ବାବାଜୀ ହେବାର ଥିଲା ... ବାହା କାହିଁକି ହେଉଥିଲ ? Odia Comedy | Nandighosha Diary
    ଯଦି ବାବାଜୀ ହେବାର ଥିଲା ... ବାହା କାହିଁକି ହେଉଥିଲ ? Odia Comedy | Nandighosha Diary
    1 год назад
  • Star's Secret | Rabindra Mohapatra, Singer | Family & Friends | PrameyaNews7
    Star's Secret | Rabindra Mohapatra, Singer | Family & Friends | PrameyaNews7
    7 месяцев назад
  • ମୁଣ୍ଡରେ ତିଳକ ଲଗାଇ ଗାଇଲେ ସୁନ୍ଦର ଭଜନ - Bhakti Kantha 2026 Studio Round - Sidharth TV
    ମୁଣ୍ଡରେ ତିଳକ ଲଗାଇ ଗାଇଲେ ସୁନ୍ଦର ଭଜନ - Bhakti Kantha 2026 Studio Round - Sidharth TV
    11 дней назад
  • 🔵'ମୁଁ କାଳିଆର ଚେଲା....' | EXCLUSIVE Interview With Pandit Surya Narayan Ratha Sharma
    🔵'ମୁଁ କାଳିଆର ଚେଲା....' | EXCLUSIVE Interview With Pandit Surya Narayan Ratha Sharma
    8 месяцев назад
  • ଏକାଦଶୀ ମହାଦୀପ ଦର୍ଶନ କଲେ ମିଳିବ ପୂର୍ଣ୍ଣ ଫଳ | ରାତ୍ର ୧ :୨୫ ରେ ଉଠିଲା ପାପନାଶିନୀ ଏକାଦଶୀ ମହାଦୀପ
    ଏକାଦଶୀ ମହାଦୀପ ଦର୍ଶନ କଲେ ମିଳିବ ପୂର୍ଣ୍ଣ ଫଳ | ରାତ୍ର ୧ :୨୫ ରେ ଉଠିଲା ପାପନାଶିନୀ ଏକାଦଶୀ ମହାଦୀପ
    6 часов назад
  • ମନ୍ଦିର ଚାରିପଟେ ଉଲଗ୍ନ ମୂର୍ତ୍ତି କାହିଁକି || Latest News Update || Sakala Khabar ||
    ମନ୍ଦିର ଚାରିପଟେ ଉଲଗ୍ନ ମୂର୍ତ୍ତି କାହିଁକି || Latest News Update || Sakala Khabar ||
    8 месяцев назад
  • ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room
    ଗଜପତି ମହାରାଜ କେମିତି ହେଲେ ମୁସଲମାନ ?| Patitapaban | Srijagannatha | Rajaram Satapathy | News Room
    7 месяцев назад
  • श्री हनुमान चालीसा 🌺🙏 shree hanuman chalisa original video 🙏🌺 gulshan kumar hariharan full hd
    श्री हनुमान चालीसा 🌺🙏 shree hanuman chalisa original video 🙏🌺 gulshan kumar hariharan full hd
    3 часа назад
  • ଓଡିଶାର ସବୁଠୁ ଭାଇରାଲ ବାବା ଅସିତ ଖୋଲି କହିଦେଲେ ସବୁ ଗୁମର  Interview With  Most VIral Baba Asit Jena
    ଓଡିଶାର ସବୁଠୁ ଭାଇରାଲ ବାବା ଅସିତ ଖୋଲି କହିଦେଲେ ସବୁ ଗୁମର Interview With Most VIral Baba Asit Jena
    8 дней назад
  • ଆଜି(28-Feb)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri  | Jay Jagannth Tv
    ଆଜି(28-Feb)ବ୍ରାହ୍ମମୁହୁର୍ତ୍ତରେ ଶ୍ରୀଜୀଉଙ୍କ ଦର୍ଶନ | 1st Morning Darshan from Puri | Jay Jagannth Tv
    2 часа назад
  • Chandra Grahan 2026 - ଚନ୍ଦ୍ର ଗ୍ରହଣରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra
    Chandra Grahan 2026 - ଚନ୍ଦ୍ର ଗ୍ରହଣରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra
    1 день назад
  • This Bhajan Took Everyone to a Spiritual Journey | Bhakti Kantha 2026 Studio Round - Sidharth TV
    This Bhajan Took Everyone to a Spiritual Journey | Bhakti Kantha 2026 Studio Round - Sidharth TV
    12 дней назад
  • ସ୍ୱାମୀ ଓ ବାପା ଚାଲିଗଲେ, ମା' ଶଯ୍ୟାଶାୟୀ! ସବୁ ହରାଇଲା ପରେ କିପରି ସାହା ହେଲେ ଜଗନ୍ନାଥ? | Jay Jagannath TV
    ସ୍ୱାମୀ ଓ ବାପା ଚାଲିଗଲେ, ମା' ଶଯ୍ୟାଶାୟୀ! ସବୁ ହରାଇଲା ପରେ କିପରି ସାହା ହେଲେ ଜଗନ୍ନାଥ? | Jay Jagannath TV
    1 день назад
  • ହେ ପତିତପାବନ! ମୋତେ ସବୁ କଷ୍ଟରୁ ଉଦ୍ଧାର କର... ଜଣେ ବିଳପୁଥିବା ଭକ୍ତର ଆକୁଳ ଜଣାଣ 🙏
    ହେ ପତିତପାବନ! ମୋତେ ସବୁ କଷ୍ଟରୁ ଉଦ୍ଧାର କର... ଜଣେ ବିଳପୁଥିବା ଭକ୍ତର ଆକୁଳ ଜଣାଣ 🙏
    11 часов назад
  • ୩ ମାର୍ଚ୍ଚ ଭୟଙ୍କର ସୂର୍ଯ୍ୟ ଗ୍ରହଣ ହାଣ୍ଡି ଛାଡ କେତେବେଳେ କଣ କରିବେ ଗର୍ଭବତୀ ନାରୀ!!@BHABADIBAKAR
    ୩ ମାର୍ଚ୍ଚ ଭୟଙ୍କର ସୂର୍ଯ୍ୟ ଗ୍ରହଣ ହାଣ୍ଡି ଛାଡ କେତେବେଳେ କଣ କରିବେ ଗର୍ଭବତୀ ନାରୀ!!@BHABADIBAKAR
    2 дня назад
  • Lunar Eclipse on Dola Purnima: Know Grahan Timings, Paak Tyaag & Zodiac Impact
    Lunar Eclipse on Dola Purnima: Know Grahan Timings, Paak Tyaag & Zodiac Impact
    4 дня назад
  • ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ
    3 года назад
  • О нас
  • Контакты
  • Отказ от ответственности - Disclaimer
  • Условия использования сайта - TOS
  • Политика конфиденциальности

video2dn Copyright © 2023 - 2025

Контакты для правообладателей video2contact@gmail.com