Mo Ayusha Tate Lagijau | Mother's Day Song 2024 | S.Jitu & Sambit Das | Kalpataru Mahanta | Lo Maa

Описание к видео Mo Ayusha Tate Lagijau | Mother's Day Song 2024 | S.Jitu & Sambit Das | Kalpataru Mahanta | Lo Maa

We all love our Mother 💗, Presenting you our mothers day song 2024 . please comment if you like the song.

#sjitu #mothersday #newodiasong2024


🎧Audio/Video Credits:
====================
Singers- S.Jitu & Sambit Kumar Das
Cast- Pramila Mahanta, Manhita, Bharat Manjori & Kalpataru
Lyrics & Music - Kalpataru Mahanta
Arrangements- Pintu Das
Studio- PM Studio, Cuttack
DOP - Bharat Manjori
Producer- Wandermates Music LLP
Copyrights- Wandermates Music

Special Thanks to Bibhun Sahoo for quick coordination ✌🏿

=====================================
Lyrics :

ମୁଖୁଡ଼ା:
J- ନିଜେ ନ ଖାଇ ତୁ ମତେ ଖୁଆଇ ଦଉ
ନିଜେ ନ ଶୋଇ ତୁ ମତେ ଶୁଆଇ ଦଉ
S- ଜାଣି ଶୁଣି ହରିଯାଇ ମତେ ଜିତାଉ
ଲୁହ ପୋଛି ମୋର ଲଢ଼ିବା ତୁ ଶିଖାଉ
J- ତୁ ମାଆ ନୁହେଁ ମୋର ଜିଅନ୍ତା ଠାକୁର
S- ତୁ ନଥିଲେ ପାଖରେ ମତେ ଦିଶେ ଅନ୍ଧାର
J- ତୋର ମୋର ଭାବ ସଦା ଏମିତି ଥାଉ
J - ଲୋ ମା' ଲୋ ମା' ତୁ ଏମିତି ହସୁଥା,,
ମୋ ଆୟୁଷ ବି ତତେ ଲାଗି ଯାଉ
S-ଲୋ ମା' ଲୋ ମା' ତୁ ଏମିତି ହସୁଥା,,
ମୋ ଆୟୁଷ ବି ତତେ ଲାଗି ଯାଉ ।।

ଅନ୍ତରା - 1:
S- ଜନମିଲା ଦିନୁ ତୋ ହାତ ଧରି ମା
ଧୀରେ ଧୀରେ ହୋଲେ ହୋଲେ ଚାଲିବା ଶିଖିଲି
J- ତୋ ଡ଼ାକ ଶୁଣି ମା ଧନ ଧନ ବୋଲି
ଖନ ଖନ କଥା ମୁଁ କହିବା ଶିଖିଲି..
S- ମୋ ପ୍ରଥମ ଗୁରୁ ତୁ ଲୋ ମା
ମୋ ପ୍ରଥମ ପ୍ରେମ ତୁ
J- ତୋ ଉପରେ ଯେତେ ବିପଦ ମୋ ଉପର ଦେଇ ଯାଉ
S- ତୁ ମା ନୁହେଁ ମୋର ମୋ ଜୀବନ ଡୋର
J- ଯେବେ ଯାଏ ତୁ ବଞ୍ଚିଚୁ କିଛି ହବନି ମୋର
S- ତୋର ମୋର ଭାବ ସଦା ଏମିତି ଥାଉ
S- ଲୋ ମା' ଲୋ ମା' ତୁ ଏମିତି ହସୁଥା,,
ମୋ ଆୟୁଷ ବି ତତେ ଲାଗି ଯାଉ
J- ଲୋ ମା' ଲୋ ମା' ତୁ ଏମିତି ହସୁଥା,,
ମୋ ଆୟୁଷ ବି ତତେ ଲାଗି ଯାଉ ।।

ଅନ୍ତରା -2:
J- ଧନ ଦଉଲତ ନଥାଉ ପଛେ ମା
ତୋ ହାତର ଆଶା ବାଡ଼ି ମୁଁ ସାଯିବି
S- ଚାରିଧାମ ଯାଇ ନହେଲେ ନାହିଁ ମା
ତୋ ଚରଣେ ସବୁ ଦିନେ ମଥା ଟେକିବି
J- ମୋ ସୁନା ରୂପା ତୁ ଲୋ ମା,ମୋ ମୋତି ମାଣିକ ତୁ
S- ମୋ ଦିଅଁ ଦେବତା ତୁ ଲୋ ମାଆ, ମୋ ପୂଜା ଆଳତୀ ତୁ
J- ତୁ ମା ନୁହେଁ ମୋର ମୋ ଖୁସିର ଭଣ୍ଡାର
S- ତତେ ଦେଖିଲେ ଓଠରେ ହସ ଲିଭେ ନି ମୋର
J- ତୋର ମୋର ଭାବ ସଦା ଏମିତି ଥାଉ
J - ଲୋ ମା' ଲୋ ମା' ତୁ ଏମିତି ହସୁଥା,,
ମୋ ଆୟୁଷ ବି ତତେ ଲାଗି ଯାଉ
S- ଲୋ ମା' ଲୋ ମା' ତୁ ଏମିତି ହସୁଥା,,
ମୋ ଆୟୁଷ ବି ତତେ ଲାଗି ଯାଉ

Now Streaming On : All Music platforms world wide.
Contact :
💌Email: [email protected]

🚶‍♀️🚶‍♂️Follow us :-
Instagram: wandermates_music
Facebook: wandermates.music
#moayushatatelagijau #wandermates #wandermatesmusic #manhitaofficial #newodiasong #newodiasong2024 #odiasong #viralodiasong #odisha #music

🚫📀ANTI-PIRACY WARNING
**********************************
This content is Copyright of Wandermates Music Production House. Any unauthorized re-production, re-distribution or re-upload is strictly prohibited. Legal action will be taken against those who violate the copyright of this material presented.

Комментарии

Информация по комментариям в разработке