କାହା କଥା ଶୁଣିଲେ ଦିଦି ଭାଇ ନା ମୋହନ ? | Odisha Reporter

Описание к видео କାହା କଥା ଶୁଣିଲେ ଦିଦି ଭାଇ ନା ମୋହନ ? | Odisha Reporter

ରାଜ୍ୟରେ ଏଥର ଆଳୁ ସଙ୍କଟ ଟଳିବ। ପଶ୍ଚିମବଙ୍ଗରୁ ଆସିବ ଆଳୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଛାଡ଼ିବାକୁ ରାଜି ହୋଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ବୈଠକ ଅବସରରେ ମମତାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ରାଜ୍ୟକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି ବୋଲି ସେ ଟ୍ବିଟ୍ କରି ଜଣାଇଛନ୍ତି।

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter

Комментарии

Информация по комментариям в разработке