Dhanya tuma namo// ଧନ୍ୟ ତୁମ ନାମ// new Christian worship full song by Rashmita ll

Описание к видео Dhanya tuma namo// ଧନ୍ୟ ତୁମ ନାମ// new Christian worship full song by Rashmita ll

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ନମସ୍କାର । ପୁଣି ଥରେ P K GOSPEL MUSIC youtube ଚେନଲ ତରଫରୁ ଏକ ଆରାଧନା ପୂର୍ଣ୍ଣ ଓଡ଼ିଆ ଗୀତ ପ୍ରଭୁଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ କରି ଅଛୁ , ଆଶା କରୁଛୁ ଏହି ଗୀତ ଆପଣ ମାନଙ୍କୁ ଭଲ ଲାଗିବ, ଯଦି ଭଲ ଲାଗେ ତେବେ ଶୁଣନ୍ତୁ ଓ ଅନ୍ୟ ମାନଙ୍କୁ ଶୁଣାନ୍ତୁ। ଏବଂ ଗୀତ କୁ like,share, ଓ comment କରିବା ସହ ଆମ ଚେନେଲ୍ କୁ subscribe କରନ୍ତୁ।
full lyrics 👇👇👇
ସୁଲୁସୁଲୁ ସୁଲୁସୁଲୁ ସୁଲିଆ ପବନ ଗାଏ
ଗୁଲୁ ଗୁଲୁ ଗୁଲୁ ଗୁଲୁ ଗୁଲିଆ ତରୁଲତା କହେ
ସୃଷ୍ଟିର ତୁମେ ସ୍ରଷ୍ଟା ଅଟ ମୁକତି ଦାତା (୨)
ତୁମେ ଚିର ମହିଆନ୍......
ଧନ୍ୟ ତୁମ ନାମ କରୁ ଜୟ ଗାନ (୨)
ସୁଲୁ ସୁଲିଆ ପବନ ଗାଏ ......
୧: ମଧୁର ମହକ ଫୁଲଟେ ହୋଇ
ମନ ଚାହେଁ ଗଳାର ହାର ହେବି ତୁମରି
ସାତ ରଙ୍ଗେ ସାତ ସୂରେ ତୁମରି ପାଇଁ
ଜଗତରେ ମହକିବି ସୁବାସ ଦେଇ.. ହୋ...(୨)
ଆସିଲେ ଆସୁ ଝଡ଼ ବିଶ୍ୱାସେ ହେବି ଦୃଢ଼ (୨)
ଓଠେ ଥିବ ତୁମ ନାମ୍......
ଧନ୍ୟ ତୁମ ନାମ କରୁ ଜୟ ଗାନ (୨)
ସୁଲୁ ସୁଲିଆ ପବନ ଗାଏ......
୨: ତୁମରି ମଙ୍ଗଳ ଦାନକୁ ସ୍ମରି
ଦିବାରାତ୍ରି ପ୍ରାତଃ ସଞ୍ଜେ ଗାଏ ତୁମରି
ଅଭୂଲା ଅସିମ ପ୍ରେମଯେ ତୁମରି
ତ୍ରୀଭୁବନେ ନାହିଁ କେହି ସମ କେ ସରି ହୋ...(୨)
ତୁମେ ହିଁ ଆଦି ଅନ୍ତ ସତ୍ୟ ଓ ଜୀବନ୍ତ (୨)
ତୁମେ ହିଁ ମୋ ପରିତ୍ରାଣ........
ଧନ୍ୟ ତୁମ ନାମ କରୁ ଜୟ ଗାନ (୨)
ସୁଲୁ ସୁଲିଆ ପବନ ଗାଏ......
!! ସମାପ୍ତ !!

ଗୀତ: ଧନ୍ୟ ତୁମ ନାମ ( Dhanya tumo namo)
Singer, Rashmita
Lyrics and music, Pastor Prakash Kreputika
Arrange. Subham samal (bapi)
Voice dilogue written and delivered: Dr. Pratap Chandra Mallik
Special thanks. Pastor Rabindra Kimbaka, Ribika & Koina
Recording.sb record in. Rgd
Thomnail :-biswo

#GospelMusic #WorshipSongs #ChristianMusic #PKGospelMusic

ଏହି ଚେନେଲ୍ ର ଅନ୍ୟ ଲୋକପ୍ରିୟ ଗୀତ ନିମ୍ନରେ ଦିଆଯାଇଛି ଲିଙ୍କ୍ ରେ କ୍ଲିକ୍ କରି ଶୁଣନ୍ତୁ ।
For Another superhit devotional songs click here 👇👇👇👇

ଫେରିଆ ରେ ବନ୍ଧୁ
   • ଫେରିଆ ରେ ବନ୍ଧୁ।। PHERIA RE BANDHU/ ne...  

ମନଭଙ୍ଗା ବୀଣା ହେ ପ୍ରଭୁ ମୋର
   • MONO BHONGA BINA ll ମନ ଭଙ୍ଗା ବୀଣା,Odi...  

କଳଙ୍କ ଲିଭିଛି କୃଶ ପରେ
   • kalanka libhichi krusapare ll କଳଙ୍କ ଲ...  

Tere bina kuch bhi nahin ତେରେ ବିନା କୁଚ୍ ଭି ନେହି
   • Tere bina kuch bhi nahin llतेरे बिना ...  

ଅ ଯୀଶୁ ରାଜେନ୍ତି 👇
   • New Song 2022 ଅ ଯୀଶୁ ରାଜେନ୍ତି,ll O ji...  

ମନ ଭଙ୍ଗା ବୀଣା 👇
   • MONO BHONGA BINA ll ମନ ଭଙ୍ଗା ବୀଣା,Odi...  

ଯୀଶୁ କାଲି ଆଜି 👇
   • jisu nitya jibita ଯୀଶୁ ନିତ୍ୟ ଜୀବିତ  r...  

ଇନ୍ତା ତିଞ୍ଜି ଇନ୍ତା ଉଣ୍ଡି 👇
   • ଇନ୍ତାତିଞ୍ଜି ଇନ୍ତାଉଣ୍ଡି, Ita tinji int...  

ତାରା ଚମକିଲା 👇
   • tara chomkila ତାରା ଚମକିଲା ll odia Chr...  

ଭଙ୍ଗା ନାବ ମୋର
   • ଭଙ୍ଗା ନାବ BHANGA NABOll new Christian...  

ମାସେ ଆନ୍ଦ। ରି ସିଡା ତେ ତିରି
   • ମାସେ ଆନ୍ଦାରୀ,Mase andari, kui Christi...  

ପଥ ହରା ପଥିକ
   • ପଥ ହରା ପଥିକ _ PATHA HORA PATHIKA- #pk...  

!!ANTI-PIRACY WARNING !!
===================
this content is copyright to PK GOSPEL MUSIC, any authorised reproduction, redistribution, re- upload,(audio or video ) is strictly prohibited of this material legal action will be taken against those who violent this copyright material presented

Комментарии

Информация по комментариям в разработке