ABADHYA MANISHA | ଅବାଧ୍ୟ ମଣିଷ | SHASANK SEKHAR NEW ODIA CHRISTIAN SONG | AMIT BADANAYAK | AB MUSIC

Описание к видео ABADHYA MANISHA | ଅବାଧ୍ୟ ମଣିଷ | SHASANK SEKHAR NEW ODIA CHRISTIAN SONG | AMIT BADANAYAK | AB MUSIC

ABADHYA MANISHA || ଅବାଧ୍ୟ ମଣିଷ || NEW ODIA CHRISTIAN SONG || SHASANK SEKHAR || AMIT BADANAYAK

AB Music Presents A New Kind Of Sad And Meaningful Emotional Christian Devotional Song.Which Is Sung Soulfully And Beautifully By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Meaningful And Heart Touching Song And Like Share Comment And Subscribe.

Full Lyrics

ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ
ମୁଁ ଅଧମ ନଗଣ୍ୟ ଧୂଳି ସଦୃଶ
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ.......=୦=

ମନ୍ଦତାକୁ କେତେ ମୁଁ ଯେ ଭଲ ପାଇଅଛି
ଅଧର୍ମକୁ ହୃଦେ ଧରି ବାଟ ଚାଲିଅଛି
ତୁମ ଶିକ୍ଷା ଉପଦେଶ ଅବଜ୍ଞା କରିଛି
ଜଗତର ପଛେ ଧାଇଁ ବିନଷ୍ଟ ହୋଇଛି....
ମୁଁ ଅଭାଗା ଅଲୋଡ଼ା ଶୁଖିଲା ଘାସ...୨ଥର...
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ.......=୧=

ମନ ମୋର ନିତି ହୁଏ ଅଥୟ ଅସ୍ଥିର
ଅବିରତ ମନ୍ଦ ମାତ୍ର ଭାବନା ମୋହର
ବାହ୍ୟ ସିନା ଦେଖିବାକୁ ଦିଶୁଛି ସୁନ୍ଦର
ଦୁଷ୍ଟତାରେ ପରିପୂର୍ଣ୍ଣ ଭିତର ଅନ୍ତର....
ମୁଁ ନିର୍ବୋଧ ଅବୋଧ ଉଡନ୍ତା ତୁଷ...୨ଥର...
ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ
ହେ ଯୀଶୁ କ୍ଷମାକର ପାପ ଦୋଷ.......=୨=

PRAISE THE LORD.....AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଭକ୍ତି ପୂର୍ଣ୍ଣ ନମସ୍କାର ।

ନିଜ ଜୀବନକାଳରେ କରିଥିବା ଅଗଣିତ ଭୁଲ୍ ଅପରାଧ ଦୋଷକୁ ସ୍ବୀକାର କରି ଯୀଶୁଙ୍କ ଠାରେ ଅନୁତାପ କଲା ଭଳି ଏକ ହୃଦୟ ସ୍ପର୍ଶୀ ଏବଂ ଭାବ ବିହ୍ୱଳ ଭରା ନୂତନ ସମର୍ପିତ ଗୀତ ଉପହାର ସ୍ୱରୂପ ଭେଟି ଦେଇଛୁ। ଶୁଣନ୍ତୁ ଏବଂ ନିଜ ନିଜକୁ ଯୀଶୁଙ୍କ ଠାରେ ସମର୍ପିତ ହୁଅନ୍ତୁ।

ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଜଣେ ଅବାଧ୍ୟ ମଣିଷର ମନ ଫେରଣ ନିମନ୍ତେ ଗୀତକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ କରିବାକୁ ଚେଷ୍ଟା କରା ଯାଇଛି।

ଏଣୁ ଆସୁ ଉକ୍ତ ଗୀତ ଶୁଣି ଏ ଅନ୍ତିମ ସମୟରେ ଘଡ଼ି ସନ୍ଧି ମୁହୂର୍ତ୍ତରେ ବଞ୍ଚି ଥାଉ ଥାଉ ଜୀବନରେ କରିଥିବା ଅଗଣିତ ପାପ ଦୋଷକୁ ସ୍ୱୀକାର କରି ଯୀଶୁଙ୍କ ନିକଟରେ ନିଜ ନିଜକୁ ସମର୍ପିତ କରି ଅନୁତାପ କରିବା ତେବେ ନିଶ୍ଚିତ ରୂପେ ପ୍ରଭୁ ଯୀଶୁ ଆମର ସକଳ ଅପରାଧ ଧୌତ କରିବେ।

SONG CREDITS :

* Song : Abadhya Manisha (Studio Version)

* Singer : Shasank Sekhar (Ollywood Singer)

* Lyrics : Amit Badanayak (8895583382)

* Music Composition : Amit Badanayak

* Arrangement & Programming : Bapi Samal

* Record & Mixing : MRR Studio, Cuttack

* Mastering by : Shaktiswar Mohapatra

* Camera ,Edit & Poster - Biswo

* Banner : AB Music

* Special Thanks : Tanu, Simiya, Sajan & Sobhit

* Production : AB Music

* WhatsApp : 8895583382,7978601423

* Contact : 7978601423,8895583382

#abadhyamanisha
#newodiachristiansong
#abadhyamanishasong
#abadhyamanishachristiansong
#newodiachristiansongs
#shasanksekharnewchristiansong
#odiachristiansongs
#amitbadanayaksongs
#newodiachristiansongs2024
#amitbadanayakchristiansongs
#shasanksekharchristiansongs
#amitbadanayakchristiansongs2024
#odianewchristiansongs
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#shasanksekharnewsongs
#amitbadanayakchristiansongs
#shasanksekharchristiansongs
#odiachristiansongs
#abmusic
#humanesagarchristiansongs
#amitpanichristiansongs
#newodiajisusong

ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ସରଗର ଫୁଲ (Shasank Sekhar)
   • SARAGARA PHULA || ସରଗର ଫୁଲ || NEW ODI...  

ଦୁଷ୍ଟ ଆତ୍ମା (Shasank Sekhar)
   • DUSTA ATMA | ଦୁଷ୍ଟ ଆତ୍ମା | SHASANK SE...  

ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
   • BHALA PAE JISU MU TUMAKU | ଭଲ ପାଏ ଯୀଶ...  

ମାଡ଼ି ଆସୁଛି (Humane Sagar)
   • MADI ASUCHI | ମାଡ଼ି ଆସୁଛି | HUMANE SA...  

ଜୀବନ ଦୀପ (Shasank Sekhar)
   • JIBANA DIPA || ଜୀବନ ଦୀପ || NEW ODIA C...  

ଧନ୍ୟ ଧନ୍ୟ (Amit Pani)
   • DHANYA DHANYA || ଧନ୍ୟ ଧନ୍ୟ || NEW ODI...  

ଅଛି ଦିନେ ମରଣ (Humane Sagar)
   • ACHI DINE MARANA || ଅଛି ଦିନେ ମରଣ  || ...  

ବଡ଼ଦିନର ଅଭିନନ୍ଦନ ( Humane Sagar)
   • BADADINARA ABHINANDANA | ବଡ଼ଦିନର ଅଭିନ...  

ନରକ ଦଣ୍ଡ (Studio Version)
   • NARAKA DANDA | ନରକ ଦଣ୍ଡ | NEW ODIA CH...  

ସଙ୍ଗୀତର ସାତ ସୂରେ (Asima Panda)
   • SANGITARA SATA SURE || ସଙ୍ଗୀତର ସାତ ସୂ...  

ଫେରିଆ ଫେରିଆ (Humane Sagar)
   • PHERIA PHERIA || ଫେରିଆ ଫେରିଆ || HUMAN...  

ନାଉରୀ (JYOTIRMAYEE NAYAK)
   • NAURI | ନାଉରୀ | NEW ODIA CHRISTIAN SO...  

ରେ ମନ (HUMANE SAGAR)
   • RE MANA | ରେ ମନ | HUMANE SAGAR | NEW ...  

ସରଗ ରାଇଜ (SHASANK SEKHAR)
   • SARAGA RAIJA | ସରଗ ରାଇଜ | NEW ODIA CH...  

ଅଳପ ଆୟୁଷ (Ananya Sritam Nanda)
   • ALAPA AYUSHA || ଅଳପ ଆୟୁଷ || ANANYA SR...  

ଆସିଛି ବଡ଼ଦିନ Asima Panda (Studio Version)
   • ASICHI BADADINA | ଆସିଛି ବଡ଼ଦିନ | NEW ...  

ମହାମାରୀରୁ ରକ୍ଷା କର (Asima Panda)
   • MAHAMARIRU RAKHYA KARA | ମହାମାରୀରୁ ରକ...  

ପ୍ରଶଂସା ହେଉ ତୁମର (Amit Pani)
   • PRASANGSA HEU TUMARA || ପ୍ରଶଂସା ହେଉ ତ...  

ଆରାଧ୍ୟ ଈଶ୍ୱର (Ira Mohanty)
   • ARADHYA ESWARA | ଆରାଧ୍ୟ ଈଶ୍ୱର | NEW O...  

ଲହୁ ଭିଜା ଲଲାଟ (Studio Version)
   • LAHU BHIJA LALATA || ଲହୁ ଭିଜା ଲଲାଟ ||...  

ମୁଁ ଯେ ଅକିଞ୍ଚନ (Studio Version)
   • MU JE AKINCHANA || ମୁଁ ଯେ ଅକିଞ୍ଚନ || ...  

ହେ ପ୍ରଭୁ (Full HD Video)
   • HE PRABHU || ହେ ପ୍ରଭୁ || HUMANE SAGAR...  

ହେ କ୍ରୁଶଧାରୀ (Studio Version)
   • NEW ODIA GOOD FRIDAY SPECIAL SONG 202...  

କମ୍ପିଉଠେ ଏ ଧରା ଧାମ (Studio Version)
   • KAMPIUTHE | କମ୍ପିଉଠେ | NEW ODIA CHRIS...  

କେତେବେଳେ ଚାଲିଯିବ ଜୀବନ (Full Video)
   • KETEBELE CHALIJIBA JEEBANA | କେତେବେଳେ...  

କେତେ କାଳରେ ମନ (Studio Version)
   • KETE KALA RE MANA || କେତେ କାଳ ରେ ମନ |...  

ସତର୍କ ଟିକେ ରୁହ (Studio Version)
   • Satarka Tike Ruha || Studio Version |...  

ଶେଷ ଘଣ୍ଟି ( Full Video)
   • SESHA GHANTI || ଶେଷ ଘଣ୍ଟି || HUMANE S...  

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
   • JISU MU TUMAKU HRUDE RAKHIBI | ANTARA...  


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

Комментарии

Информация по комментариям в разработке