Protests against Home Demolitions କୁମ୍ଭାରପଡ଼ା ବସ୍ତିବାସିନ୍ଦାମାନଙ୍କର ଉଚ୍ଛେଦକେ ନେଇକିନା କାଣା କହୁଛନ୍ ସାରଦା

Описание к видео Protests against Home Demolitions କୁମ୍ଭାରପଡ଼ା ବସ୍ତିବାସିନ୍ଦାମାନଙ୍କର ଉଚ୍ଛେଦକେ ନେଇକିନା କାଣା କହୁଛନ୍ ସାରଦା

ଆଘୋ ଥଇଥାନ୍ କର, ତାର ପରେ ଘର୍ ଭାଙ୍ଗବ । ଏନତା ନାରା ଦେଇକରି ବିଜୁ ଜନତା ଦଲ୍ ଆଡୁ ଆଏଜ୍ ରାଉରକେଲା ଠାନେ ରେଲି କରାଯାଇଥିଲା । ୩ ନମ୍ବର୍ ରେଲ୍ ଲାଇନ୍ ଲାଗି ଘରଭଙ୍ଗାକେ ବିରୋଧ୍ କରିଛେ ରାଉରକେଲା ବିଜୁ ଜନତା ଦଲ୍ । ରାଉରକେଲା ଉଦିତ୍ ନଗର୍ ଠାନର୍ ସିଂହାସିନୀ ମନ୍ଦିର୍ ଠାନୁ ରେଲି ବାହାରି କରି ଏଡିଏମ୍ ଅଫିସ୍ ତକ୍ ରେଲି କରିଥିଲେ ବସ୍ତି ବାସିନ୍ଦା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଙ୍କର୍ ନେତୃତ୍ୱନେ ଯାଇକରି କୁମ୍ଭାରପଡା ବସ୍ତି ବାସିନ୍ଦା ମାନକୁ ଉଚ୍ଛେଦ୍ ନାଇଁ କରବାର୍ ଲାଗି ଦାବିପତ୍ର ଦେଇଥିଲେ ।

For more such updates, please Like, Comment, and Share our videos and Subscribe to our YouTube channel.

Contacts:-
Mail- [email protected]
Facebook-   / paharaa24x7  
YouTube-    / paharaa24x7  
Instagram-   / paharaa24x7  
Twitter-   / paharaa24x7  
WhatsApp- 7205661076
Website- https://www.paharaa.com/

Thanks & Regards
www.Paharaa.com

#Odisha #Paharaa #RourkelaNews #BJDRally #EvictionsProtest #RailwayProject #HomeDemolitions #BJDProtests #CommunityRights #SocialJustice #RourkelaRally #PoliticalAction

Комментарии

Информация по комментариям в разработке