ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr. Ashok Gachhayat on Joint Pain after the age of 50 in Odia

Описание к видео ଆଣ୍ଠୁଗଣ୍ଠି ବ୍ୟଥାର କାରଣ ଓ ଚିକିତ୍ସା | Dr. Ashok Gachhayat on Joint Pain after the age of 50 in Odia

ବୟସ ବଢ଼ିବା ସହ ଲୋକମାନଙ୍କଠାରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ। ଆଣ୍ଠୁ ଓ ଗଣ୍ଠିରେ ଯନ୍ତ୍ରଣା ହେବା ସହିତ ଠିଆ ହେଲେ ବା ଚାଲିଲେ ଥକ୍କା ଲାଗିଥାଏ। ତେବେ ଏହି ଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରିବା ନିତ୍ୟାନ୍ତ ଜରୁରୀ। ଏନେଇ Dr. Ashok Gachhayat କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

If you or someone you know is dealing with joint pain, don't miss this informative talk.

Connect with us:
Website: https://www.simpleekare.com/
Facebook:

/ simpleekare
WhatsApp: +91 6371966229
Email: [email protected]

SimpleeKare ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I Stay in the know with SimpleeKare! Subscribe to our channel, give us a thumbs up, and ring the bell to get notified about our health tips and insights.

#jointpain #painmanagement #jointpaincure

Комментарии

Информация по комментариям в разработке