Jagannatha nka Anasara Kahani ll କାହାପାଇଁ ଆଜି ଜଗନ୍ନାଥ ଅଣସରକୁ ଗଲେ ll ଅଣସର ଘରେ କଣ ହୁଏ ll Rathayatra24🙏

Описание к видео Jagannatha nka Anasara Kahani ll କାହାପାଇଁ ଆଜି ଜଗନ୍ନାଥ ଅଣସରକୁ ଗଲେ ll ଅଣସର ଘରେ କଣ ହୁଏ ll Rathayatra24🙏

#Anasarakahani #Sunasuna #Mabhauni #Sunamanalagei #Anasarakatha #kahuchhi #Ajimunhibujhai #Jagannathnkaanasaranitiniyama #Rathayatra #Pragnyashreenewrealise #Rathayatra2024

   • Sudasa Bratara Kahani ll ସୁଦଶା ବ୍ରତର ...  

   • Jaya Jaya Jaganatha Tinidhupa Bele ll...  

   • Aji Ta Bahuda Jatara Pherijiba Kalia ...  
#   • HO BHAKATE...O ll''ହୋ ଭକତେ''...ଓ..କାଳ...  

   • Puri Pari Dhama Nahin ll ଜଗା ପରି ପ୍ରଭ...  

   • Hali Jhuli Dekha Asuchi ll🙏 ରଥଯାତ୍ରା ...  

   • Puri Pari Dhama Nahin ll ଜଗା ପରି ପ୍ରଭ...  

   • Priya Bahana ll କେଉଁ ଠାକୁରଙ୍କର କିଏ ବା...  

   • Jhia Janma Dukha Kahani ll ଏନ୍ତୁଡ଼ି ଶ...  

Song : Sunasuna Maa Bhauni Anasara Kahani
Singer : Pragnyashree Nayak
Lyrics : Muralidhara Das
Music : Priyadarshini Nayak
Editing : Sudhansu Sekhara Rout
Copyright 's by SAI PRAGNYA CREATION YouTube channel 🙏🙏
🙏SAI PRAGNYA CREATION ତରଫରୁ ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ll ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଣସର ଘରକୁ କାହିଁକି ଯାଆନ୍ତି ll ମାଧବ ଦାସ କିଏ ?ଜଗନ୍ନାଥ ଓ଼ ବଳଭଦ୍ର କେଉଁଠlକୁ ଯାଇଥିଲେ ll ମାଧବ ଦାସ ପ୍ରଭୁଙ୍କର କିପରି ସେବା କରୁଥିଲେ ll ଅଣସର ଘରୁ ଯିବା ପରେ ଜଗନ୍ନାଥ ଙ୍କୁ କେଉଁ ତେଲ ମାଲିସ କରାଯାଏ ଏହାକୁ କିଏ ଦିଏ ଏବଂ ଏହା କେଉଁଠୁ ଆସେ ll ଏ ସବୁ ର ସମ୍ପୂର୍ଣ ତଥ୍ୟ ଏଇ ଗୀତ ମାଧ୍ୟମରେ ଲେଖା ଯାଇଛି ll ଏହାକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି lyricist - Muralidhara das ଏବଂ ଗାଇଛନ୍ତି singer - Pragnyashree nayak ll କାହାଣୀ ଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଶୁଣିଲେ ଆପଣ ମାନେ ସବୁ ବୁଝି ପାରିବେ ll
PLZ Like ll Share ll SubVqxDj
ll

Thanks You For Your Love And Support.

Комментарии

Информация по комментариям в разработке