କେମିତି ପାଇବେ ସୁଭଦ୍ରା ଟଙ୍କା ? || Subhadra Yojana || Aadhar Card Update || Odisha Reporter

Описание к видео କେମିତି ପାଇବେ ସୁଭଦ୍ରା ଟଙ୍କା ? || Subhadra Yojana || Aadhar Card Update || Odisha Reporter

ସୁଭଦ୍ରା ଯୋଜନାକୁ ନେଇ ଏବେ ଲୋକମାନଙ୍କ ମନରେ ଢେର ସାରା ପ୍ରଶ୍ନ ରହିଛି । ଯୋଜନାକୁ ନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ମଧ୍ୟ ଘୁରିବୁଲୁଛି । ଏପରି ସ୍ଥିତିରେ ଲୋକେ ଦ୍ୱନ୍ଦ୍ୱରେ କେଉଁଟା ଠିକ୍ ଆଉ କେଉଁଟା ଭୁଲ୍ । ତେବେ ଆଜି ଆମେ ଏହି ଭିଡିଓ ମାଧ୍ୟମରେ ସୁଭଦ୍ରା ଯୋଜନାର ଟିକିନିକ୍ ସୂଚନା ଦେବୁ । କେମିତି ଆବେଦନ କରିବେ ଆଉ କି ଡକ୍ୟୁମେଣ୍ଟ ଆବଶ୍ୟକ? ଜାଣନ୍ତୁ ସବିଶେଷ....
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #subhadrayojana #howtoapply #Odishagovt #Process

Комментарии

Информация по комментариям в разработке