ଚେନାବ ବ୍ରିଜର ଇଞ୍ଜିନିୟର ଓଡ଼ିଆ ପୁଅ | Chenab Bridge - World’s Highest Railway Bridge | Odisha Reporter

Описание к видео ଚେନାବ ବ୍ରିଜର ଇଞ୍ଜିନିୟର ଓଡ଼ିଆ ପୁଅ | Chenab Bridge - World’s Highest Railway Bridge | Odisha Reporter

ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ । ଅଦ୍ଭୁତ...ଅକଳ୍ପନୀୟ...ଅବିଶ୍ୱସନୀୟ । ଆଖି ପାଉନି । ନଦେଖିଲେ ବିଶ୍ୱାସ ହେବନି । ଦେଖିଲେ ଆଶ୍ଚର୍ଯ୍ୟଚକିତ ରହିଯିବେ । ହିମାଳୟର ଛାତି ଚିରି ନିର୍ମାଣ ହୋଇଛି ବ୍ରିଜ୍ । ଯାହା ଉପତ୍ୟକାକୁ ସାରା ଭାରତ ସହ ଯୋଡ଼ିବ । ଚେନାବ ବ୍ରିଜ୍ ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବ୍ରିଜ୍ ନିର୍ମାଣରେ ଓଡ଼ିଆ ଇଞ୍ଜିନିୟରଙ୍କ ବି ଅବଦାନ ରହିଛି । ଅନୁଭୂତି ବଖାଣିଛନ୍ତି ଓଡ଼ିଆ ପ୍ରୋଜେକ୍ଟ ଇନଚାର୍ଜ ରଶ୍ମିରଞ୍ଜନ ମଲ୍ଲିକ । ଶୁଣନ୍ତୁ ସେ କ'ଣ କହୁଛନ୍ତି..

ଚେନାବ ବ୍ରିଜର ଇଞ୍ଜିନିୟର ଓଡ଼ିଆ ପୁଅ | Chenab Bridge - World’s Highest Railway Bridge | Odisha Reporter | Jammu Kashmir
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook:   / odishareporter  
Twitter:   / odishareporter  
Telegram: https://telegram.me/Odisha_Reporter_o...
Instagram:   / odishareporter_official  
#OdishaReporter #projectincharge #highbridge #chanabbrodge #Odisha #OdishaReporter

Комментарии

Информация по комментариям в разработке