ଗଲ୍‌ବ୍ଲାଡରରେ ଷ୍ଟୋନ୍‌ କାହିଁକି ହୁଏ? | Dr Lalatendu Mahapatra on Gallbladder Stone in Odia

Описание к видео ଗଲ୍‌ବ୍ଲାଡରରେ ଷ୍ଟୋନ୍‌ କାହିଁକି ହୁଏ? | Dr Lalatendu Mahapatra on Gallbladder Stone in Odia

#GallbladderStone #OdiaHealthTips #DoctorAdvice

ପିତ୍ତକୋଷରେ ପଥୁରୀ ବା ଗଲ୍‌ବ୍ଲାଡର ଷ୍ଟୋନ୍‌ କାହିଁକି ହୁଏ? ଗଲ୍‌ବ୍ଲାଡରରେ ଷ୍ଟୋନ୍‌ ହେଲେ କ’ଣ ଗଲ୍‌ବ୍ଲାଡରକୁ କାଢ଼ିଦିଆଯାଏ? ଏସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଶିଷ୍ଟ ଲାପାରୋସ୍କୋପିକ୍‌ ଏବଂ ବାରିଆଟ୍ରିକ୍‌ ସର୍ଜନ ଡାକ୍ତର ଲଲାତେନ୍ଦୁ ମହାପାତ୍ର।

ଏହି ଭିଡିଓରେ ରହିଛି,

ଗଲ୍‌ବ୍ଲାଡରରେ ଷ୍ଟୋନ୍‌ (0:00)
ଗଲ୍‌ବ୍ଲାଡରରେ ଷ୍ଟୋନ୍‌ ହେବାର କାରଣ (0:43)
ଗଲ୍‌ବ୍ଲାଡରରେ ଷ୍ଟୋନ୍‌ ହେଲେ କେଉଁ ଲକ୍ଷଣ ଦେଖାଦିଏ? (1:45)
ଗଲ୍‌ବ୍ଲାଡରରେ ଷ୍ଟୋନ୍‌ ହୋଇଛି କି ନାହିଁ ଜାଣିବା ପାଇଁ ପରୀକ୍ଷା (2:23)
ଚିକିତ୍ସା କେମିତି ହୁଏ? (2:39)
ପିତ୍ତକୋଷ କାଢ଼ିଦେଲେ କୌଣସି ସମସ୍ୟା ହୁଏ କି? (5:20)
ପିତ୍ତକୋଷରେ ପଥର ହେବାକୁ ରୋକିହେବ କି? (6:01)
ଡାକ୍ତରଙ୍କ ପରାମର୍ଶ (6:32)

Why do gallstones form in the gallbladder? Can gallstones be removed from the gallbladder? Let's find out what Dr Lalatendu Mahapatra, a laparoscopic and bariatric surgeon, has to say.

In this Video,

Stone in gallbladder (0:00)
Causes of stone in gallbladder (0:43)
Symptoms of stone in gallbladder (1:45)
Test for gallbladder stone (2:23)
Treatment for gallbladder stone (2:39)
Is there any problem that occurs after removing the gallbladder (5:20)
Prevention of Gallstone (6:01)
Doctor's Advice (6:32)

Subscribe Now & Live a Healthy Life!

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Комментарии

Информация по комментариям в разработке